ଆଞ୍ଚଳିକ ଖବର

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ଅନ୍ତଜାତୀୟ ଆଲୋଚନା ଚକ୍ର, ପାରମ୍ପରିକ ଗଣମାଧ୍ୟମ ହେଉଛି ଅପପ୍ରଚାର ଏବଂ ଅଗଣତାନ୍ତ୍ରିକ ସମାଜ ବିରୁଦ୍ଧରେ ଲଢ଼ିବାର ଚାବିକାଠି

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ଅନ୍ତଜାତୀୟ ଆଲୋଚନା ଚକ୍ର, ପାରମ୍ପରିକ ଗଣମାଧ୍ୟମ ହେଉଛି ଅପପ୍ରଚାର ଏବଂ ଅଗଣତାନ୍ତ୍ରିକ ସମାଜ ବିରୁଦ୍ଧରେ ଲଢ଼ିବାର ଚାବିକାଠି

ଭୁବନେଶ୍ୱର ତା 19/8/25: ଏଆଇ ଏବଂ ସୋସିଆଲ ମିଡ଼ିଆର ଅପପ୍ରଚାର ଯୁଗରେ ସାମ୍ବାଦିକତା ସାରା ବିଶ୍ୱରେ ଗୁରୁତର ବିପଦ ଦେଇ ଗତି କରୁଛି. ଏକବିଂଶ ଶତାବ୍ଦୀରେ ଆମକୁ ସାମ୍ବାଦିକତା ପେଶାର ମୌଳିକତା ଦିଗକୁ ଫେରିବାକୁ ପଡିବ. ସାମାଜିକ ଗଣମାଧ୍ୟମର କ୍ରମ ବର୍ଦ୍ଧିଷ୍ଣୁ...

Read more

ଆଜି ୧୨ ଘଣ୍ଟିଆ ମୁନିଗୁଡା ବନ୍ଦ, ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ

ଆଜି ୧୨ ଘଣ୍ଟିଆ ମୁନିଗୁଡା ବନ୍ଦ, ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ

ରାୟଗଡା : ଆଜି ୧୨ ଘଣ୍ଟିଆ ମୁନିଗୁଡା ବନ୍ଦ ।  ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ କରୁଛି ମିଳିତ କ୍ରିୟାନୁଷ୍ଠାନ କମିଟି । ମୁନିଗୁଡାକୁ ଏନଏସି କରିବାକୁ ଦୀର୍ଘ ବର୍ଷ ଧରି ଦାବି ହେଉଛି । କିନ୍ତୁ ମୁନିଗୁଡାକୁ ଏନଏସି ମାନ୍ୟତା...

Read more

ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ, ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ

ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ, ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ

ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ...

Read more

ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର

ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର

ଭୁବନେଶ୍ୱର : ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏମାନେ ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ ।...

Read more

ରୋଟାରୀ କ୍ଲବ୍ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

ରୋଟାରୀ କ୍ଲବ୍ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

କଟକ: ବୃକ୍ଷ ହିଁ ଜୀବନ ବୋଲି ସଂକଳ୍ପ ନେଇ ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ତରଫରୁ ସିଡିଏ ସେକ୍ଟର-୬ ସ୍ଥିତ ଜଷ୍ଟିସ୍ ବୀରକିଶୋର ପାର୍କ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। କ୍ଲବ୍'ର ସଭାପତି ରୁପେଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ...

Read more

ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଓଡ଼ିଶା ସରକାର ନେଲେ ନିଷ୍ପତ୍ତି

ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଓଡ଼ିଶା ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍...

Read more

ବୋର୍ଡ ହାଇସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୋକସଭା

ବୋର୍ଡ ହାଇସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୋକସଭା

କଟକ : ସେକେଣ୍ଡାରି ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର ୧୯୯୩ ବ୍ୟାଚ୍ ଛାତ୍ରୀ. ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ତଥା ଭୁବନେଶ୍ବର ୟୁନିଟ-୨ ହାଇସ୍କୁଲ୍ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଜୁଲି ମଙ୍ଗରାଜ(୪୭)ଙ୍କ ଅକାଳ ବିୟୋଗରେ ଏକ ଶୋକସଭା...

Read more

ମହାନଦୀ ଘାଟରେ ବୁଲୁଛି କୁମ୍ଭୀର, ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ

ମହାନଦୀ ଘାଟରେ ବୁଲୁଛି କୁମ୍ଭୀର, ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ

ସୁବର୍ଣ୍ଣପୁର: ନଦୀରେ ବୁଲୁଛି କୁମ୍ଭୀର ।  ଦୂରଦୁରା ମହାନଦୀ ଘାଟରେ କୁମ୍ଭୀର। ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର ଦୂରଦୁରା ଗ୍ରାମ ନିକଟସ୍ଥ ମହାନଦୀ ଘାଟରେ କୁମ୍ଭୀର ଦେଖିବାକୁ...

Read more

ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ହେବ ଆଲୋଚନା

ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ହେବ ଆଲୋଚନା

ଭୁବନେଶ୍ୱର : ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା । ଆଜି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ରଥଯାତ୍ରୀ ପରବର୍ତ୍ତୀ ସମୀକ୍ଷା ବୈଠକ । ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାଠି ଓ...

Read more

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ...

Read more
Page 104 of 197 1 103 104 105 197

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.