ଭୁବନେଶ୍ୱର: ରାଜ୍ୟ ଘରୋଇ ବସ ମାଲିକ ସଂଘର ବଡ଼ ଘୋଷଣା। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ। ଘରୋଇ ବସ୍ ସେବା ଆସନ୍ତାକାଲିଠୁ ପୁଣି ସ୍ବଭାବିକ ହେବ । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘରେ ବସ୍...
Read moreଭୁବନେଶ୍ୱର : ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନ ଭଣ୍ଡାରର ମଣତି ଗଣତି ପ୍ରକ୍ରିୟା । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଅସ୍ଥାୟୀ ଟ୍ରେଜେରିରୁ ଖୁବ୍ ଶୀଘ୍ର ସିନ୍ଦୁକ ଗୁଡ଼ିକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ରିଜର୍ଭ...
Read moreଭୁବନେଶ୍ୱର : ପଛକୁ ପଛ ଆସୁଛି ୨ଟି ଲଘୁଚାପ । ୧୩ରୁ ବଢିବ ବର୍ଷା । ଆସନ୍ତା ୧୩ ତାରିଖରେ ଗୋଟାଏ ଏବଂ ୨୩ ତାରିଖରେ ଆଉ ଗୋଟିଏ ଲଘୁଚାପର ସମ୍ଭାବନା ରହିଛି । ଫଳରେ ଓଡ଼ିଶାର ବିଭିନ୍ନ ନଦୀ ଗୁଡ଼ିକରେ ବନ୍ୟା...
Read moreଭୁବନେଶ୍ୱର : ୨୦୨୬ରେ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାଡ଼ଖଣ୍ଡ ର ରାଜଧାନୀ ରାଞ୍ଚି ଠାରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପରେ...
Read moreଭୁବନେଶ୍ୱର : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି । ତାଙ୍କ ସହ ଏଆଇସିସି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆସିଛନ୍ତି ।...
Read moreବାଲେଶ୍ଵର,( ଭିଓଭି ) ୧୦/୭ : - ସ୍ୱାଧୀନ ଜାତୀୟ ଫେଡେରେସନ ଏବଂ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ଭାବରେ ବୁଧବାର ହୋଇଥିବା ଦେଶବ୍ୟାପୀ ଧର୍ମଘଟ ବାଲେଶ୍ଵର ରେ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି । ଆନ୍ଦୋଳନକାରୀ ମୋଟର ସାଇକେଲ ଶୋଭାଯାତ୍ରାରେ...
Read moreଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି । ଜୁଲାଇ ୭ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ...
Read moreନୟାଗଡ଼: ନୂଆଗାଁ ବ୍ଲକ ଅଫିସରେ ପଞ୍ଚାୟତ ସମିତିରେ ଚାଲିଗଲା ବୈଠକ । ହଠାତ୍ ହୋ ହାଲ୍ଲା ପାଟିତୁଣ୍ଡରେ କମ୍ପି ଉଠିଲା ପୁରା ପରିବେଶ। ଆଉ ତା’ ପରେ ବିଧାୟକଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ ଫୋପାଡ଼ିଲେ ଫାଇଲ । ତେବେ ନୂଆଗାଁ ବ୍ଲକ ଅଫିସରେ...
Read moreଭୁବନେଶ୍ୱର : ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ...
Read moreଭୁବନେଶ୍ୱର : ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ଆଜିଠୁ ସୃଷ୍ଟି ହୋଇପାରେ ପେଟ୍ରୋଲ ସଂକଟ । ପେଟ୍ରୋଲ ଟ୍ୟାଙ୍କର ପହଞ୍ଚି ପାରୁନି । ଆଜି ଅନେକ ଟାଙ୍କିରେ ପେଟ୍ରୋଲ ଡିଜେଲ ଖାଲି ହୋଇଯିବା ଆଶଂକା ରହିଛି । ଗତକାଲି ଠାରୁ ଏହାର ପ୍ରଭାବ ଆରମ୍ଭ...
Read moreCopyright © 2023.