ବାଲେଶ୍ଵର ,ବସ୍ତା ( ଭିଓଭି ) ୨୨/୬ : - ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲାଯିବା ଏବଂ ଗାଲୁଡିହି ବ୍ୟାରେଜ ରୁ ହଠାତ୍ ପାଣି ଛଡ଼ା ଯିବାରୁ ସୂବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେଥିପାଇଁ ଜଳେଶ୍ଵର ,...
Read moreସତ୍ୟବାଦୀ (ଭିଓଭି): ୨୩-୦୬-୨୦୨୫, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପସ୍ଥିତିରେ ବିଜେଡି ତରଫରୁ ସାମୁହିକ ଦୀପଦାନ କରାଯାଇଥିଲା। ସତ୍ୟବାଦୀର ଚବିଶିଟି ପଞ୍ଚାୟତରୁ ଶତାଧିକ...
Read moreପୁରୀ : ଛାତ ଉପରୁ ନଜର ରଖିବେ NSG ସ୍ନାଇପର । ଏରିଆଲ ସର୍ଭେଲାନ୍ସକୁ ଦିଆଯିବ ଗୁରୁତ୍ବ । ଶୃଙ୍ଖଳିତ ରଥଯାତ୍ରା ନେଇ ପୁରୀ ପୌରସଦନରେ ବସିଥିବା ଶେଷ ରଥ ସମନ୍ବୟ ବୈଠକରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...
Read moreଭୁବନେଶ୍ବର: ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର । କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସୂଚନା ଦେଇଛନ୍ତି...
Read moreଭୁବନେଶ୍ବର: ଅଘଟଣ ଶୂନ୍ୟ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସମସ୍ତ ଆୟୋଜନ କରାଯାଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇଛି । ଡ୍ରୋନ ଓ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । NSG ଟିମ୍ ଓ...
Read moreସତ୍ୟବାଦୀ (ଭିଓଭି) ତା ୨୧-୦୬-୨୦୨୫: ସତ୍ୟବାଦୀ ବ୍ଲକ ମଧୁବନ ପଞ୍ଚାୟତ ସିଂଘାକୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାର ର ବାସଗୃହ ସହ ଆସବାବପତ୍ର ଓ ଦରକାରୀ କାଗଜପତ୍ର ପୋଡି ସମ୍ପୂର୍ଣ ରୂପେ ଭସ୍ମୀଭୂତ ହେଇଯାଇଛି । ଖବର ପାଇ ସତ୍ୟବାଦୀର...
Read moreଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କହିଛନ୍ତି ଯେ, ରାଜ୍ୟ ସରକାର ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେଉଛନ୍ତି କାରଣ ଏହା ଏକ ସୁସ୍ଥ, ସ୍ୱାବଲମ୍ବୀ ଏବଂ ଦକ୍ଷ ଭାରତ...
Read moreଭୁବନେଶ୍ୱର : କ୍ଷମା ମାଗିଲେ ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ । ଦୟାଙ୍କ ଉପରୁ ନିଲମ୍ବନ ଉଠିଲା। ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରା ମହାସମରରେ ଯାତ୍ରା ଗୁରୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଝଡ଼...
Read moreଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଜନତା ମୈଦାନ ମଞ୍ଚରୁ ନାଁ ନନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । ସେ କହିଛନ୍ତି, ଓଡ଼ିଶାରେ ଦଶକ ହେବ ଅନେକ...
Read moreଭୁବନେଶ୍ୱର : ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି ବଢିଲା । ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ UG ନାମଲେଖା ହୋଇପାରିବ । ଯେଉଁ ଛାତ୍ରଛାତ୍ରୀମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା...
Read moreCopyright © 2023.