ଆଞ୍ଚଳିକ ଖବର

ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଏବେ ରାଜ୍ୟରେ ଗରମ ପ୍ରକୋପ କମ୍‌ ରହିବ। ମାତ୍ର ୮ ତାରିଖରୁ ହୁ ହୁ ହୋଇ ବଢ଼ିବ ତାପମାତ୍ରା। ତାତି ଏତେ ବଢ଼ିବ ଯେ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ପାରଦ...

Read more

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ବଡ ସୂଚନା

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା। ଏହି ଦିବସରେ ଓଡିଶା ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା। ଏହି ଦିନ ଓଡିଶାରେ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା। ହେଲେ ତାହା ଲାଗୁ ହୋଇପାରିବ...

Read more

ଆଜିଠାରୁ ଓଡିଶାରେ ପାଳନ ହେବ ଓଡିଆ ପକ୍ଷ ଦିବସ, ଜାଣନ୍ତୁ କେଉଁ ଦିନ କଣ ହେବ

ଆଜିଠାରୁ ଓଡିଶାରେ ପାଳନ ହେବ ଓଡିଆ ପକ୍ଷ ଦିବସ, ଜାଣନ୍ତୁ କେଉଁ ଦିନ କଣ ହେବ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଓଡିଆ ପକ୍ଷ ଦିବସ ପାଳନ ହେବ। ଏ ନେଇ ସଂସ୍କୃତି ମନ୍ତ୍ରୀ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓଡିଆ ଅସ୍ମିତାକୁ ପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।...

Read more

୧୫ ଦିନ ଭିତରେ ନୂଆ ଅବକାରୀ ନୀତି ଆଣିବେ ବିଜେପି ସରକାର

ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ଅଭଡା, ଆଇନ ମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଆଉ ୧୫ ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ । ଏନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ...

Read more

ନବଘନ ଜେନା ଶତବାର୍ଷିକୀ ଅବସରରେ ମାଗଣା ଚକ୍ଷୁସେବା ଶିବିର ଉଦଘାଟିତ

ନବଘନ ଜେନା ଶତବାର୍ଷିକୀ ଅବସରରେ ମାଗଣା ଚକ୍ଷୁସେବା ଶିବିର ଉଦଘାଟିତ

୩୦/୦୩/୨୫, କଟକ: ସେଭେନ୍ ଷ୍ଟାର କ୍ଲବ‌ ଦ୍ୱାରା ଆୟୋଜିତ ବିଶାଳ ସ୍ୱାସ୍ଥ୍ୟ ଶିବିର ରାଣୀହାଟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନର ପ୍ର‌୍‍ଥମ ଦିନରେ ବିଶାଳ ମାଗଣା ଚକ୍ଷୁସେବା ଶିବିରକୁ ନବଘନ ଜେନାଙ୍କ ସହଧର୍ମିିଣୀ ବାସନ୍ତୀ ଜେନା ଉଦଘାଟନ କରିଥିଲେ। ଏହି...

Read more

କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୦ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ...

Read more

ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ: ନର୍ଗୁଣ୍ଡି ଷ୍ଟେସନ ନିକଟରେ ଖସିଲା 11 ଟି କୋଚ୍

ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ: ନର୍ଗୁଣ୍ଡି ଷ୍ଟେସନ ନିକଟରେ ଖସିଲା 11 ଟି କୋଚ୍

ଖୋର୍ଦ୍ଧା: ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ୍ ଡିଭିଜନର କଟକ-ନର୍ଗୁଣ୍ଡି ରେଳ ବିଭାଗର ନର୍ଗୁଣ୍ଡି ଷ୍ଟେସନ ନିକଟରେ ଉକ୍ତ ସୁପରଫାଷ୍ଟ ଏକ୍ସପ୍ରେସର 11 ଟି କୋଚ୍ ଖସିପଡିଛି। ପୂର୍ବତଟ ରେଳବାଇ ସୂଚନା ଅନୁଯାୟୀ, କୌଣସି ଯାତ୍ରୀ ଆହତ...

Read more

ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ସୁଭଦ୍ରା ଦ୍ଵିତୀୟ କିସ୍ତିରେ ୧, ୮୩, ୭୮୫ ମହିଳା ବାଦ୍‌ ପଡ଼ିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।...

Read more

୪ ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ: ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଏପ୍ରିଲ୍ ୩ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ୪ ଦିନ ପାଇଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ । ଖସାପଡ଼ାଲାଗି ଓ...

Read more

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ ରଞ୍ଜନ ନାୟକ ବୋଲି ଜଣାପଡିଛି ।...

Read more
Page 154 of 192 1 153 154 155 192

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.