ଆଞ୍ଚଳିକ ଖବର

ଜାତୀୟ ସ୍ତରୀୟ ଇଲେକ୍ଟ୍ରୋହୋମିଓପାଥିକ୍ କର୍ମଶାଳା ଅନୁଷ୍ଠିତ

ଜାତୀୟ ସ୍ତରୀୟ ଇଲେକ୍ଟ୍ରୋହୋମିଓପାଥିକ୍ କର୍ମଶାଳା ଅନୁଷ୍ଠିତ

ପୁରୀ(ଭିଓଭି): ଜିଆରଏଲ-ଇଣ୍ଡିଆ ଇଲେକ୍ଟ୍ରୋହୋମିଓପାଥିକ୍ ରିସର୍ଚ ଆଣ୍ଡ ଡେଭେଲୋପମେଣ୍ଟ ସଂସ୍ଥା, ମୟୁରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ, ପୁରୀ ଠାରେ ଏକ ଜାତୀୟ ସ୍ତରୀୟ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ଦୁଇ...

Read more

ଶପଥ ନେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

ଶପଥ ନେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଓଡ଼ିଶା ହାଇକୋର୍ଟ ପରିସରରେ...

Read more

ଏକଛତ୍ରବାଦ ଶାସନ ଚାଲିଛି, ଲୋକେ ଜବାବ ଦେବେ: ନରସିଂହ ମିଶ୍ର

ଏକଛତ୍ରବାଦ ଶାସନ ଚାଲିଛି, ଲୋକେ ଜବାବ ଦେବେ: ନରସିଂହ ମିଶ୍ର

ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ...

Read more

ବିଧାନସଭା ଭିତରେ ଓ ରାସ୍ତାରେ ହାଙ୍ଗାମା, ଆଜି ଦୁଇ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ବିଧାନସଭା ଭିତରେ ଓ ରାସ୍ତାରେ ହାଙ୍ଗାମା, ଆଜି ଦୁଇ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଭିତରେ ଏବଂ ବିଧାନସଭା ପରିସର ବାହାରେ ଆଜି ଜିନ ତମାମ ଚାଲିଛି ହାଙ୍ଗାମା। କାରଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ କଂଗ୍ରେସ ଏହି ଆନ୍ଦୋଳନ କରିଛି। ବିଧାନସଭା ପରିସର ବାହାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିବା ବେଳେ ଭିତରେ ଦୁଇ...

Read more

ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରୀ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରୀ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସବୁଠୁ ଅଧିକ ହେଉଛି ସିଜରିଆନ୍ ଡେଲିଭରୀ । ବିଧାନସଭାରେ ଏଭଳି ଚିନ୍ତାଜନକ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧...

Read more

ଏନକାଉଣ୍ଟରରେ ୫ ହାର୍ଡକୋର ମାଓବାଦୀ ନିପାତ

ଏନକାଉଣ୍ଟରରେ ୫ ହାର୍ଡକୋର ମାଓବାଦୀ ନିପାତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେବାଡ଼ା ସୀମାନ୍ତରେ ପୁଣି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟାବେଳେ ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ଦୃଢ ପାଲଟା ଜବାବ...

Read more

ବନ୍ୟଜନ୍ତୁ ଆକ୍ରମଣରେ ଗଲାଣି ୭୯୯ ଜୀବନ

ବନ୍ୟଜନ୍ତୁ ଆକ୍ରମଣରେ ଗଲାଣି ୭୯୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୫ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୭୯୯ ଜୀବନ ଗଲାଣି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏନେଇ ପଦ୍ନଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ପରିବେଶ...

Read more

ମୋହନ ସରକାରଙ୍କୁ ଘେରିଲେ ବିଜେଡି ନେତା ଅରୁଣ ସାହୁ: କହିଲେ, ଦାବି ନଶୁଣିଲେ ଆମେ ଗୃହକୁ ଯିବୁନି

ମୋହନ ସରକାରଙ୍କୁ ଘେରିଲେ ବିଜେଡି ନେତା ଅରୁଣ ସାହୁ: କହିଲେ, ଦାବି ନଶୁଣିଲେ ଆମେ ଗୃହକୁ ଯିବୁନି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ହଟ୍ଟହଗୋଳ କରିଥିଲେ ବିରୋଧୀ । ଜାତିଭିତ୍ତିକ ସଂରକ୍ଷଣ ଦାବିରେ ବିଜେଡି ହଙ୍ଗାମା କରି ଧାରଣାରେ ବସିଥିଲା । ବିଜେଡି ନେତା ଅରୁଣ ସାହୁ କହିଥିଲେ, ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି...

Read more

କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର। ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ। ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା। ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ...

Read more

ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା; ମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା; ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ।...

Read more
Page 156 of 192 1 155 156 157 192

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.