ଭୁବନେଶ୍ବର: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ ଶୀତ ରହିବ । ନୂଆବର୍ଷ ଆରମ୍ଭ...
Read moreଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ । ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା କାରକୁ ଧକ୍କା ଦେଲା ହାଇୱା । ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଥିବା ବେଳେ, ଅଚାଚନକ ଆସି ଧକ୍କା ଦେବା...
Read moreଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ବର ଉପକଣ୍ଠରେ ଏକାଠି ହୋଇଛନ୍ତି ବହୁ ବିଜେଡି ନେତା । ଆଜି ଚନ୍ଦକାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ...
Read moreଢାକା : ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ବାଂଲାଦେଶରେ ପୁଣି ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ବାଂଲାଦେଶରେ ଶରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଉପୁଜିଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା...
Read moreନୂଆଦିଲ୍ଲୀ : ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ । ଗତକାଲିଠୁ ମନରେଗା...
Read moreଭୁବନେଶ୍ୱର : ଇନଭେଷ୍ଟର୍ସ ମିଟ ପାଇଁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ରୋଡ- ସୋରେ ଯୋଗ ଦେବେ । ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଏବଂ ଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ...
Read moreଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ...
Read moreନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM G...
Read moreଭୁବନେଶ୍ୱର : କମିବ କି ବିଧାୟକଙ୍କ ଦରମା ? ବିଜେପି ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି । ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି ବିଜେପି ବିଧାୟକ । ଲୋକମତକୁ...
Read moreଭୁବନେଶ୍ୱର : ସ୍ମାର୍ଟ ମିଟର ଭାଙ୍ଗିଲେ, ଟାଟା ପାୱାର ଓ ରାଜ୍ଯ ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ବୋଝ ହଟେଇବା ଦାବିରେ ଭୁବନେଶ୍ବର ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ...
Read moreCopyright © 2023.