ମୁଖ୍ୟ ଖବର

ମନରେଗାର ନାଁ ବଦଳାଇଲେ କେନ୍ଦ୍ର ସରକାର, ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ନାମିତ

ମନରେଗାର ନାଁ ବଦଳାଇଲେ କେନ୍ଦ୍ର ସରକାର, ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ନାମିତ

ନୂଆଦିଲ୍ଲୀ: ମନରେଗାର ନାଁ ବଦଳାଇଲେ କେନ୍ଦ୍ର ସରକାର ।  ଏମଜିନରେଗାର ନାଁ ବଦଳାଇବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି ।  ଏବେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ...

Read more

ଯାତ୍ରୀମାନଙ୍କ ଖାତାରେ ଇଣ୍ଡିଗୋ ଜମା କଲାଣି କ୍ଷତିପୂରଣ ରାଶି, ପ୍ରତ୍ୟେକ ପାଉଛନ୍ତି ୧୦,୦୦୦ ଟଙ୍କା

ଇଣ୍ଡିଗୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଶୀତକାଳୀନ ସୂଚୀରେ ୫% ବିମାନ ଭଡ଼ା ହ୍ରାସ କରିବାକୁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋର ପ୍ରତ୍ୟକ ଯାତ୍ରୀ ପାଇବେ କ୍ଷତିପୂରଣ ରାଶି । ଘୋଷଣା କଲା ଇଣ୍ଡିଗୋ ବିମାନ କମ୍ପାନୀ । ଇଣ୍ଡିଗୋ ଏୟାରଲାଇନ୍ସ କିଛି ଯାତ୍ରୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି। ଏହି କ୍ଷତିପୂରଣ ସେହି ଯାତ୍ରୀମାନଙ୍କୁ ଦିଆଯିବ ଯେଉଁମାନଙ୍କର ବିମାନ ବିଳମ୍ବ...

Read more

ଭୁବନେଶ୍ୱରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର

ଭୁବନେଶ୍ୱରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ବିମାନବନ୍ଦରରୁ ସିଧାସଳଖ ଭୁବନେଶ୍ୱରରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ ଅକ୍ଷୟ । ପରେ କଟକର cda ରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ଯିବାର ପ୍ଲାନ...

Read more

ଦିଲ୍ଲୀରେ ରହିବ କି ଓଡ଼ିଶା ଶାସନର ଡୋରୀ: ବିଜେଡି

ଦିଲ୍ଲୀରେ ରହିବ କି ଓଡ଼ିଶା ଶାସନର ଡୋରୀ: ବିଜେଡି

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଆରାମଦାୟକ ଭିଆଇପି ବଙ୍ଗଳା ନେବାର ଯଥାର୍ଥତାକୁ ପ୍ରଶ୍ନ କରିଛି ବିଜୁ ଜନତା ଦଳ । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ...

Read more

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ।  ଆସନ୍ତାକାଲି କଟକରେ ହାଇକୋର୍ଟ ବାର ଆସୋସିଏସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନ ବିଚାରପତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବାର ଆସୋସିଏସନ୍ ପକ୍ଷରୁ ସ୍ବାଗତ କରାଯିବା...

Read more

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ଟୋକିଓ : ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ...

Read more

ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୯ ମୃତ, ଅନେକ ଆହତ

ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୯ ମୃତ, ଅନେକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୯ ମୃତ, ଅନେକ ଆହତ । ଅଲ୍ଲୁରୀ-ସୀତାରାମ ରାଜୁ ଜିଲ୍ଲାର ମରେଦୁମିଲ୍ଲି ଘାଟିରେ ଗତ ରାତିରେ ଘଟିଛି ଏହି ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଘାଟି...

Read more

ଦିଲ୍ଲୀ ସ୍କୁଲଗୁଡିକରେ ଫି’ ନିୟନ୍ତ୍ରଣ ଲାଗୁ, ମନ ଇଚ୍ଛା କାର୍ଯ୍ୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ସ୍କୁଲଗୁଡିକରେ ଫି’ ନିୟନ୍ତ୍ରଣ ଲାଗୁ, ମନ ଇଚ୍ଛା କାର୍ଯ୍ୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଘରୋଇ ସ୍କୁଲଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ମନମୁଖୀ ଫି’କୁ ରୋକିବା ପାଇଁ ଦିଲ୍ଲୀ ସ୍କୁଲ ଶିକ୍ଷା ଆଇନ ୨୦୨୫ କୁ ଅଧିସୂଚିତ କରିଛନ୍ତି । ସ୍କୁଲଗୁଡ଼ିକ ଆଉ ଅନୁମତି ବିନା ଅତିରିକ୍ତ ଫି’ ଆଦାୟ କରିପାରିବେ ନାହିଁ...

Read more

ବଳଦ ଖାଇଦେବାରୁ ବାଘକୁ ମାରିଦେଲେ, ଘଟଣାସ୍ଥଳରେ RCCF, DFO

ବଳଦ ଖାଇଦେବାରୁ ବାଘକୁ ମାରିଦେଲେ, ଘଟଣାସ୍ଥଳରେ RCCF, DFO

ବଣାଇ : ବଳଦ ଖାଇଦେବାରୁ ବାଘକୁ ବିଷ । କଲରାପତରିଆକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରୁ ବାଘର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ RCCF, DFO ଓ...

Read more

ସତ୍ୟବିହାର ବାର୍ ଅଗ୍ନିକାଣ୍ଡ, ବାର୍ ଚଳାଇବା ପାଇଁ ବିଧିବଦ୍ଧ ଲାଇସେନ୍ସ ନଥିଲା

ସତ୍ୟବିହାର ବାର୍ ଅଗ୍ନିକାଣ୍ଡ, ବାର୍ ଚଳାଇବା ପାଇଁ ବିଧିବଦ୍ଧ ଲାଇସେନ୍ସ ନଥିଲା

ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି...

Read more
Page 162 of 730 1 161 162 163 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.