ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ରହିଛନ୍ତି...
Read moreଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ଏନେଇ ଆଜି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା...
Read moreଆଫଗାନିସ୍ତାନ : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ତାଲିବାନ ଏନେଇ ସ୍ପଷ୍ଟ କରିଛି । ତାଲିବାନ...
Read moreନୂଆଦିଲ୍ଲୀ : ଇଥିଓପିଆରେ ହେଲି ଗବିନ୍ ଜ୍ୱାଳାମୁଖୀ ବିସ୍ଫୋରଣର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଦ୍ୱାରା ଜ୍ୱାଳାମୁଖୀ ଧୂଆଁ ଓମାନ ଏବଂ ଆରବ ସାଗର ଦେଇ ଭାରତୀୟ ବାୟୁମଣ୍ଡଳରେ ପହଞ୍ଚିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ମୁମ୍ବାଇ–ଦିଲ୍ଲୀ ପାଣିପାଗ କାର୍ଯ୍ୟାଳୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏକ SIGMET ଜାରି କରିଛନ୍ତି । ଏହାରି ମଧ୍ୟରେ ବିମାନ ଚଳାଚଳ ଅଧିକାରୀମାନେ ସତର୍କ କରାଇବା ସହିତ ବିମାନ ଚଳାଚଳ ବନ୍ଦ କରିଛନ୍ତି । ଯାହା ଉଡ଼ାଣ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ତେଣୁ ରୁଟ୍ ଏବଂ ଉଡ଼ାଣ ସ୍ତର ଉପରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ । ସୂଚନାନୁଯାୟୀ, ଇଥିଓପିଆର ହେଲି ଗବିନ୍ ଜ୍ୱାଳାମୁଖୀ ହଠାତ୍ ବିସ୍ଫୋରଣ ହୋଇଥିଲା । ଜ୍ୱାଳାମୁଖୀ ଉଦଗୀରଣ ହେବା ମାତ୍ରେ ସିଧାସଳଖ ବାୟୁପଥକୁ ପ୍ରଭାବିତ କରେ...
Read moreଅଯୋଧ୍ୟା : ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମ ଧ୍ୱଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସ୍ଥାପନା କରିଛନ୍ତି । ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ...
Read moreଭୁବନେଶ୍ୱର : କମିଶନରେଟ୍ ପୋଲିସ ଆଜି ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ଏକ ଟ୍ରାଫିକ୍ ପରାମର୍ଶ ଜାରି କରିଛି, ଯାହା ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି । କମିଶନରେଟ୍ ପୋଲିସ ଏକ କଟକଣା ଜାରି କରି ସହର...
Read moreଭୁବନେଶ୍ବର: ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପରୁ ଦାନା ବାନ୍ଧିବ କି ବଡ଼ ବାତ୍ୟା ? ଷ୍ଟ୍ରେଟ ଅଫ ମଲାକ୍କା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ ପଶ୍ଚିମବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ...
Read moreଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଏଆରଆଇ । ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରା ଘର ବାରିପଟ୍ଟା କରାଇଦେବା ନାଁରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ...
Read morevov-issue-1-digital_compressedDownload
Read moreଭୁବନେଶ୍ୱର, ୨୪/୧୧: ବହୁଭାଷୀ ସାପ୍ତାହିକ ଖବରକାଗଜ ‘ଭଏସ୍ ଅଫ୍ ଭିକ୍ଟମ୍ସ’ର ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ରେଡ୍-କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପଫେସର ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବରିଷ୍ଠ...
Read moreCopyright © 2023.