ମୁଖ୍ୟ ଖବର

ପୈତୃକ ଗ୍ରାମରେ ପହଞ୍ଚିଲା ତେଜସ୍ ପାଇଲଟଙ୍କ ମୃତଦେହ, ଆଜି ସମ୍ପୂର୍ଣ୍ଣ ହେବ ଶେଷକୃତ୍ୟ

ପୈତୃକ ଗ୍ରାମରେ ପହଞ୍ଚିଲା ତେଜସ୍ ପାଇଲଟଙ୍କ ମୃତଦେହ, ଆଜି ସମ୍ପୂର୍ଣ୍ଣ ହେବ ଶେଷକୃତ୍ୟ

ନୂଆଦିଲ୍ଲୀ : ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ସାୟଲଙ୍କ ଅନ୍ତିମ ସଂସ୍କାର ପ୍ରସ୍ତୁତି । ଗତକାଲି ସ୍ୱତନ୍ତ୍ର ବାୟୁସେନା ବିମାନରେ ୱିଙ୍ଗ୍ କମାଣ୍ଡର ନମଂଶ ସାୟଲଙ୍କ ପାର୍ଥିବ ଶରୀରକୁ ଦୁବାଇରୁ ସୁଲୁର ଏୟାର ଫୋର୍ସ ଷ୍ଟେସନକୁ ଅଣାଯାଇଥିଲା । ଆଜି ସାମରିକ...

Read more

ଭୂକମ୍ପରେ ଥରିଲା ବାଂଲାଦେଶ, ୨ ଥର ଭୂମିକମ୍ପ ଝଟକା ଅନୁଭୂତ

ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ବାଂଲାଦେଶ : ଆଜି ବାଂଲାଦେଶରେ ପୁଣି ଭୂକମ୍ପର ଝଟକା ଅନୁଭୂତ ।  ଗୋଟିଏ ସେକେଣ୍ଡରେ ୨ ଟି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୩.୭ ଏବଂ ୪.୩ । ବାଂଲାଦେଶ ପାଣିପାଗ ବିଭାଗର ଭୂମିକମ୍ପ ପର୍ଯ୍ୟବେକ୍ଷଣ ଏବଂ ଗବେଷଣା...

Read more

କଲେଜ ବସ୍ କୁ ଧକ୍କା ଦେଲା ହାଇୱା, ୫ ଛାତ୍ରଛାତ୍ରୀ ଆହତ

କଲେଜ ବସ୍ କୁ ଧକ୍କା ଦେଲା ହାଇୱା, ୫ ଛାତ୍ରଛାତ୍ରୀ ଆହତ

ଆନନ୍ଦପୁର : କଲେଜ ବସ୍ କୁ ଧକ୍କା ଦେଲା ହାଇୱା । ଦୁଇ ଡ୍ରାଇଭରଙ୍କ ସମେତ ୫ ଛାତ୍ରଛାତ୍ରୀ ଆହତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ଜଗନ୍ନାଥପୁରରେ ବସ ଦୁର୍ଘଟଣା । ମାଣିକପୁର ନିକଟରେ ଦୁର୍ଘଟଣା ଘଟିଛି । ବସଟି...

Read more

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର : ମନ୍ତ୍ରୀ ସୁରେଶ ପୂଜାରୀ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର : ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର :  ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ସ୍ପଷ୍ଟଚିହ୍ନିତ...

Read more

ଓଡିଶା ପର୍ଯ୍ୟଟନ ବିଭାଗ ଦ୍ବାରା ୩୬ତମ କୋଣାର୍କ ଉତ୍ସବ ସହିତ ୧୫ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ପ୍ରସ୍ତୁତି ବୈଠକ

ଓଡିଶା ପର୍ଯ୍ୟଟନ ବିଭାଗ ଦ୍ବାରା ୩୬ତମ କୋଣାର୍କ ଉତ୍ସବ ସହିତ ୧୫ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୮.୩୦ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ...

Read more

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ?

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ?

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତଥା ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତାଙ୍କ ବାହାଘର। ଆଜି ଦିଲ୍ଲୀ ଅଶୋକାରୋଡରେ ଏହି ବର୍ଣ୍ଣାଢ୍ୟ ବାହାଘର ପାଇଁ ବଡ ଆୟୋଜନ ଚାଲିଛି। ଦୁଇଦିନ ପୂର୍ବରୁ ଅପରାଜିତାଙ୍କ ବନ୍ଧୁବାନ୍ଧବ ସହିତ...

Read more

ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି, ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଟ୍ରମ୍ପ

ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି, ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପ୍ରସ୍ତାବରେ ରାଜି ହେବେ । ଏହି ପ୍ରସ୍ତାବକୁ ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ପାଖରେ ଶାନ୍ତି ଫେରାଇ ଆଣିବାର ବାଟ ଅଛି । ଶୀତୠତୁ...

Read more

ଦେଶରେ ଲାଗୁ ହେଲା ଚାରିଟି ନୂଆ ଶ୍ରମ ଆଇନ, ୨୯ ଟି ପୁରୁଣା ଶ୍ରମ ଆଇନ ସ୍ଥାନରେ ୪ ଶ୍ରମ ଆଇନ

ଦେଶରେ ଲାଗୁ ହେଲା ଚାରିଟି ନୂଆ ଶ୍ରମ ଆଇନ, ୨୯ ଟି ପୁରୁଣା ଶ୍ରମ ଆଇନ ସ୍ଥାନରେ ୪ ଶ୍ରମ ଆଇନ

ନୂଆଦିଲ୍ଲୀ : ଦେଶରେ ଲାଗୁ ହେଲା ଚାରିଟି ନୂଆ ଶ୍ରମ ଆଇନ। ୨୯ଟି ପୁରୁଣା ଶ୍ରମ ଆଇନକୁ ସମାପ୍ତ କରି ଏହି ସ୍ଥାନରେ ୪ଟି ନୂଆ ଶ୍ରମ ଆଇନ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଏହି ଚାରିଟି ଶ୍ରମ ଆଇନଗୁଡିକ ହେଲା କୋଡ...

Read more

ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା, ଜେରା ହେବେ ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର!

ବଢିଲା ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ, ୨ ମ୍ୟାନଜରଙ୍କ ନାଁରେ ଏତଲା  

ବଲାଙ୍ଗିର: ଜେରା ହେବେ କି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର !? ହ୍ୟୁମାନଙ୍କ ମୃତ୍ୟୁ ବିବାଦ ବଢୁଥିବା ବେଳେ ଥନାରେ ପହଞ୍ଚିଛି ମାମଲା ।  ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ ପରେ...

Read more

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସୁସ୍ଥ ହେଲା ଅସୁସ୍ଥ ପିଲା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସୁସ୍ଥ ହେଲା ଅସୁସ୍ଥ ପିଲା

ପୁରୀ: ଶରଣ ରକ୍ଷଣ ମହାପ୍ରଭୁ । ଅପାର ଶ୍ରୀଜଗନ୍ନାଥଙ୍କ ମହିମା । ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ । ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର । ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ ।...

Read more
Page 174 of 730 1 173 174 175 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.