ମୁଖ୍ୟ ଖବର

ଏଣିକି କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକ ଚଢିବା ମନା, କଟକଣା ଜାରି କଲା ଏଏସ୍‌ଆଇ

ଏଣିକି କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକ ଚଢିବା ମନା, କଟକଣା ଜାରି କଲା ଏଏସ୍‌ଆଇ

ଗୋପ : ଏଣିକି କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସ୍‌ଆଇ) କଟକଣା ଜାରି କରିଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଦୃଷ୍ଟିରେ ଏପରି ନିୟମ କରାଯାଇଛି । ଏହି...

Read more

ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ, ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ, ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ । ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ବନ୍ଦନା ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ତମ ପୂର୍ତ୍ତି ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ...

Read more

ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ, ଟ୍ବିନସିଟିରେ ବି ୧୬ ଡିଗ୍ରୀ ଛୁଇଁପାରେ ପାରଦ

୩ରୁ ୫ ଡିଗ୍ରୀ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର : ଖସୁଛି ପାରଦ । ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ। ବିଶେଷକରି ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ତଳମୁହାଁ ହେଉଛି ପାରଦ । ରାଜ୍ୟକୁ ଉତ୍ତରା ବାୟୁ ପ୍ରବେଶ ସହ ଜଳୀୟବାଷ୍ପ ପରିମାଣ କମିଛି । ୯ ତାରିଖ ବେଳକୁ...

Read more

ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ, ସେବକ ବେଶରେ ଗର୍ଭଗୃହରେ ପଶିଲେ ଭକ୍ତ

ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ, ସେବକ ବେଶରେ ଗର୍ଭଗୃହରେ ପଶିଲେ ଭକ୍ତ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ । ଶ୍ରୀମନ୍ଦିର ଜଗମୋହନ ନିକଟରେ ହିଡେନ କ୍ୟାମେରା ଜବତ । ଚଷମାରେ ହିଡେନ କ୍ୟାମେରା ପିନ୍ଧିଥିବା ଭକ୍ତ ଭରତ ପାଣ୍ଡିଆ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି ।...

Read more

ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି, ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନୂଆପଡ଼ାକୁ କଲେ ଯାତ୍ରା

ବିଜେଡି ସଭାପତି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା

ନୂଆପଡ଼ା: ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି । ଭୁବନେଶ୍ବର ଏୟାରପୋର୍ଟରୁ କ୍ଲିଅରାନ୍ସ ପାଇବାରେ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେଲା । ଫଳରେ ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନବୀନ ନୂଆପଡ଼ା ଯାତ୍ରା କରିଛନ୍ତି । ହେଲିକପ୍ଚର ଉଡ଼ାଣରେ ଅନୁମତି...

Read more

ବର ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବର ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରଣପୁର,୦୫/୧୧ : ନୂଆ ପୋଖରୀ ନିକଟରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଏକ ବର ଗଛରୁ ଉଦ୍ଧାର ହୋଇଛି।  ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ନୂଆ ପୋଖରୀ ନିକଟରେ ଥିବା ଏକ ବର ଗଛରେ...

Read more

ବାଲିଘାଟ ର ବାଲିମେଳା ରେ ଆରମ୍ଭ ହେଲା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ

ବାଲିଘାଟ ର ବାଲିମେଳା ରେ ଆରମ୍ଭ ହେଲା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ

ବାଲେଶ୍ଵର (ଭିଓଭି) ୦୫/୧୧ : - ବାଣିଜ୍ୟ ପରମ୍ପରାର ସ୍ମୃତି କୁ ଉଜ୍ଜୀବିତ ରଖିବା ଓ ଏ ସମ୍ପର୍କରେ ଉତ୍ତରପୀଢୀ କୁ ଜଣାଇବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ରେ ପାଳିତ ହୋଇଆସୁଛି ବୋଇତ ବନ୍ଦାଣ ଉତ୍ସବ ।...

Read more

ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

ରଣପୁର, ୦୫/୧୧: ପ୍ରାଚୀନ କାଳରେ କଳିଙ୍ଗର ସାଧବପୁଅମାନେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡିଆ ଓ ସିଂହଳ ସମେତ ଏସିଆ ମହାଦେଶ ଓ ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଇଥାନ୍ତି । ସାଧବ ବୋହୂମାନେ ବୋଇତ ଗୁଡିକୁ ବୈଦିକ...

Read more

ଶ୍ରୀ ଶ୍ରୀ ଅନନ୍ତ ଗୋପାଳଙ୍କର ରାସ ପୂର୍ଣ୍ଣିମା

ଶ୍ରୀ ଶ୍ରୀ ଅନନ୍ତ ଗୋପାଳଙ୍କର ରାସ ପୂର୍ଣ୍ଣିମା

ଭକ୍ତି ଓ ପରମ୍ପରା ର ଏକ ସଙ୍ଗମ ପର୍ବ ହେଉଛି ରାସ ପୂର୍ଣ୍ଣିମା । ଏହି ପୂର୍ଣ୍ୟ ତିଥିରେ ପ୍ରଭୁ ଶ୍ରୀ କୃଷ୍ଣ, ମା ରାଧାରାଣୀ ଏବଂ ଅନ୍ୟ ଗୋପିମାନଙ୍କ ସହ ରାସଲୀଳା ପରିବର୍ଣିତ ହୋଇଥାଏ । କାର୍ତ୍ତିକ ମାସର ପଞ୍ଚୁକର...

Read more

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍, ଭବିଷ୍ୟତ ଯୋଜନା ନେଇ କଲେ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍, ଭବିଷ୍ୟତ ଯୋଜନା ନେଇ କଲେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ । ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି । ବିଶ୍ୱବିଜେତା ଦଳକୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଭବିଷ୍ୟତ...

Read more
Page 184 of 730 1 183 184 185 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.