ମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ

ଭୁବନେଶ୍ବର: ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ। ଧର୍ମମାସରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ...

Read more

ଇସ୍ରାଏଲ ଆକ୍ରମଣରେ ହମାସ ନେତା ୟାହିୟା ସିନୱାର ନିହତ

ଇସ୍ରାଏଲ ଆକ୍ରମଣରେ ହମାସ ନେତା ୟାହିୟା ସିନୱାର ନିହତ

ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ହମାସ ବିପକ୍ଷରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବହୁତ ସଫଳତା ହାସଲ କରିଛି। ଗୁରୁବାର ଦିନ ହମାସ ନେତା ୟାହିୟା ସିନୱାରଙ୍କ ହତ୍ୟାକୁ ଇସ୍ରାଏଲ ନିଶ୍ଚିତ କରିଛି। ଆଇଡିଏଫ୍ ସୂଚନା ଦେଇଛି ଯେ, ସେମାନେ ହମାସ...

Read more

ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ରାଜ୍ୟରେ ଆୟୁଷ୍ମାନ ଭାରତ

ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ରାଜ୍ୟରେ ଆୟୁଷ୍ମାନ ଭାରତ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଏନେଇ ମୋହନ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ...

Read more

୨ ମାସ ପୂର୍ବରୁ ଟ୍ରେନ ଟିକେଟ ବୁକିଂ

୨ ମାସ ପୂର୍ବରୁ ଟ୍ରେନ ଟିକେଟ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ରେଳ ଟିକେଟ୍ ବୁକିଂର ନିୟମ ପରିବର୍ତ୍ତନ କରିଛି। ବର୍ତ୍ତମାନ 120 ଦିନ ପରିବର୍ତ୍ତେ, ଆପଣ 60 ଦିନ ପୂର୍ବରୁ ଟିକେଟ୍ ବୁକ୍ କରିପାରିବେ। ଆଜି ରେଳ ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଅଗ୍ରୀମ ସଂରକ୍ଷଣର ସମୟସୀମା...

Read more

ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ରାଜନୀତିରେ ପ୍ରବେଶ

ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ରାଜନୀତିରେ ପ୍ରବେଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଆରଏସ ଅଧିକାରୀ ସମୀର ୱାନଖେଡେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ସମୀର ଶିବସେନା ଏକନାଥ ସିନ୍ଦେ ଦଳରେ ଯୋଗଦେବେ। ସମୀର ୱାନଖେଡେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି। ବାସ୍ତବରେ, ରାଜନୀତିରେ ପ୍ରବେଶ କରିବା...

Read more

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାୟବ ସିଂ ସୈନି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାୟବ ସିଂ ସୈନି

ନୂଆଦିଲ୍ଲୀ: ବିଜେପି ନେତା ନାୟବ ସିଂ ସୈନି ହରିୟଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ନାୟବ ସିଂଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଏବଂ ଏନଡିଏର ବରିଷ୍ଠ...

Read more

ସାତକୋଶିଆ ପାଇଁ ୧୨ ପାଟ୍ରୋଲିଂ ଭ୍ୟାନ

ସାତକୋଶିଆ ପାଇଁ ୧୨ ପାଟ୍ରୋଲିଂ ଭ୍ୟାନ

ଭୁବନେଶ୍ୱର: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ଟି ପାଟ୍ରୋଲିଂ ଭ୍ୟାନ । ବାଲୁଖଣ୍ଡ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି । ଏହି ପାଟ୍ରୋଲିଂ ଭ୍ୟାନ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯିବ । ଉକ୍ତ ଭ୍ୟାନରେ...

Read more

ଭାରତ ୪୬ରନରେ ଅଲଆଉଟ

ଭାରତ ୪୬ରନରେ ଅଲଆଉଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ଭାରତୀୟ ଟିମ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ କୌଣସି ରନ ନକରି ଅର୍ଥାତ ଶୂନରେ ମୋଟ ୫...

Read more
Page 467 of 721 1 466 467 468 721

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.