ଦେଶ ବିଦେଶ

ମାଘ ପୂର୍ଣ୍ଣିମା ପାଇଁ ମହାକୁମ୍ଭରେ ପ୍ରବଳ ଭିଡ଼, ମେଳା କ୍ଷେତ୍ରକୁ ଯାଇପାରିବ ନାହିଁ କୌଣସି ଗାଡ଼ି

ମାଘ ପୂର୍ଣ୍ଣିମା ପାଇଁ ମହାକୁମ୍ଭରେ ପ୍ରବଳ ଭିଡ଼, ମେଳା କ୍ଷେତ୍ରକୁ ଯାଇପାରିବ ନାହିଁ କୌଣସି ଗାଡ଼ି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆସ୍ଥାର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡ଼ ଲାଗିଛି । ଏପର୍ଯ୍ୟନ୍ତ ୪୪ କୋଟିରୁ ଊର୍ଦ୍ଧ୍ବ ଲୋକ ବୁଡ ପକାଇସରିଲେଣି । ଏହାରି ମଧ୍ୟରେ ଭୀଷଣ ଭିଡ଼କୁ କାବୁ କରିବା ପାଇଁ ପୋଲିସ ଏବଂ ପ୍ରଶାସନ...

Read more

ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ତ୍ରିବେଣୀରେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ

ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ତ୍ରିବେଣୀରେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ ।  ପ୍ରୟାଗରାଜ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ ।  ନୌବିହାର ବେଳେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ । ଶହ ଶହ ସଂଖ୍ୟାରେ...

Read more

ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆରମ୍ଭ ହେବ ପରୀକ୍ଷା ଋତୁ ।  ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ।  ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ମନର କଥାରେ ମୋଦି ।  ଚିନ୍ତାମୁକ୍ତ ଓ ଚାପମୁକ୍ତ ରହିବାକୁ କହିଲେ ପ୍ରଧାନମନ୍ତ୍ରୀ । ନିଜ...

Read more

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ସିଏମ୍ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦିନ ପ୍ରାୟ ୧୧ଟାରେ ରାଜଭବନରେ ପହଞ୍ଚିଥିଲେ। ଆତିଶୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କୁ ଭେଟି ତାଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏହା ସହିତ...

Read more

୩୧ ମାଓବାଦୀ ମୃତ

୩୧ ମାଓବାଦୀ ମୃତ

ନୂଆଦିଲ୍ଲୀ : ମାଓ ବିରୋଧୀ ଅପରେସନରେ ପୁଲିସକୁ  ପୁଣି ଏକ ବଡ଼ ସଫଳତା ମିଳିଛି । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୧ଜଣ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି । ୨ ଜଣ ଯବାନ ସହିଦ...

Read more

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ

ନୂଆଦିଲ୍ଲୀ: କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଦିନିକିଆ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଜରିଆରେ ବରୁଣ ଚକ୍ରବର୍ତ୍ତୀ ନିଜର ODI ଡେବ୍ୟୁ...

Read more

ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ

ଦିଲ୍ଲୀ ଦଖଲ କଲା ବିଜେପି, ମିଳିଲା ବହୁମତ

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ଦଖଲ କରିଛି ବିଜେପି। ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆମ ଆଦମୀ ପାର୍ଟିର ବଡ...

Read more
Page 103 of 229 1 102 103 104 229

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.