ଦେଶ ବିଦେଶ

ପୂର୍ବ ଲଦାଖର ପେଙ୍ଗୋଙ୍ଗ ସୋରେ ସେନା କରିଲେ ଶିବାଜୀଙ୍କ ମୂର୍ତ୍ତି ଉନ୍ମୋଚନ

ପୂର୍ବ ଲଦାଖର ପେଙ୍ଗୋଙ୍ଗ ସୋରେ ସେନା କରିଲେ ଶିବାଜୀଙ୍କ ମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ: ଭାରତୀୟ ସେନା 14,300 ଫୁଟ ଉଚ୍ଚରେ ପେଙ୍ଗୋଙ୍ଗ ହ୍ରଦ କୂଳରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି କ୍ଷେତ୍ର ପୂର୍ବ ଲଦାଖ ସେକ୍ଟରରେ ଚୀନ୍ ସହିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଅଛି।...

Read more

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚେସ୍ ଚାମ୍ପିଅନ୍ ଗୁକେଶ ଡି

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚେସ୍ ଚାମ୍ପିଅନ୍ ଗୁକେଶ ଡି

ନୂଆଦିଲ୍ଲୀ: ଚେସ୍ ଚାମ୍ପିଅନ ଗୁକେଶ ଡି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଶ୍ରୀ ମୋଦୀ ତାଙ୍କର ନିଷ୍ଠା ଏବଂ ସମର୍ପଣର ପ୍ରଶଂସା କରିବା ସହ ତାଙ୍କର ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ବୋଲି ବୋଲି କହିଥିଲେ। ସେ କହିଥିଲେ ଯେ ଆଜି ସେମାନଙ୍କର...

Read more

ମନମୋହନଙ୍କ ପାଇଁ ଦିଲ୍ଲୀରେ ସ୍ମାରକ ସ୍ଥଳ ନିର୍ମାଣ କରାଯିବ

ମନମୋହନଙ୍କ ପାଇଁ ଦିଲ୍ଲୀରେ ସ୍ମାରକ ସ୍ଥଳ ନିର୍ମାଣ କରାଯିବ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ସ୍ଥାୟୀ ସ୍ମାରକ ସ୍ଥଳ ନିର୍ମାଣକୁ ନେଇ କଂଗ୍ରେସ ଦାବି କରିଛି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାରି ଭିତରେ ମୋଦି ସରକାରଙ୍କ ତରଫରୁ ହୋଇଛି ବଡ଼ ଘୋଷଣା। ମନମୋହନ ସିଂହଙ୍କ ପାଇଁ...

Read more

କେଟି ରାମା ରାଓଙ୍କ ବଢିଲା ସମସ୍ୟା, ଅର୍ଥ ହେରେଫେରେ ମାମଲାରେ ସମନ ଜାରି କଲା ଇଡି

କେଟି ରାମା ରାଓଙ୍କ ବଢିଲା ସମସ୍ୟା, ଅର୍ଥ ହେରେଫେରେ ମାମଲାରେ ସମନ ଜାରି କଲା ଇଡି

ନୂଆଦିଲ୍ଲୀ: ଫେବୃଆରୀ ୨୦୨୩ ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଫର୍ମୁଲା-ଇ ରେସ ସହିତ ଜଡିତ ଆର୍ଥିକ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ତେଲେଙ୍ଗାନା ମନ୍ତ୍ରୀ ତଥା ବିଆରଏସ କାର୍ଯ୍ୟକାରୀ ସଭାପତି କେ.ଟି ରାମା ରାଓ (କେଟିଆର) ଙ୍କୁ...

Read more

ପଞ୍ଚଭୁତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖାଗ୍ନି ଦେଲେ ଝିଅ

ପଞ୍ଚଭୁତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖାଗ୍ନି ଦେଲେ ଝିଅ

ନୂଆଦିଲ୍ଲୀ: ଆର୍ଥିକ ସଂସ୍କାରକର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପଞ୍ଚଭୁତରେ ବିଲୀନ ହୋଇଛନ୍ତି। ମନମୋହନ ସିଂଙ୍କୁ ଝିଅ ମୁଖାଗ୍ନି ଦେଇଛନ୍ତି। ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସମସ୍ତ ତିନି ସେନା ତାଙ୍କୁ...

Read more

ମନମୋହନଙ୍କ ଶେଷ ଦର୍ଶନ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ମନମୋହନଙ୍କ ଶେଷ ଦର୍ଶନ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି,...

Read more

26/11 ଆକ୍ରମଣର ଦୋଷୀ ଆତଙ୍କବାଦୀ ଅବଦୁଲ ରେହମାନ ମୃତ

26/11 ଆକ୍ରମଣର ଦୋଷୀ ଆତଙ୍କବାଦୀ ଅବଦୁଲ ରେହମାନ ମୃତ

ନୂଆଦିଲ୍ଲୀ: 26/11 ମୁମ୍ବାଇ ଆକ୍ରମଣର ଦୋଷୀ ତଥା ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଡେପୁଟି ଚିଫ୍ ଅବଦୁଲ ରେହମାନ ମକ୍କିର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ମକ୍କି ହାଫିଜ ସଇଦଙ୍କ ସମ୍ପର୍କୀୟ ତଥା ସଂଗଠନର ଆତଙ୍କବାଦୀ ପାଣ୍ଠିର ମୁଖ୍ୟ ଥିଲେ। ଆମେରିକା ଏବଂ...

Read more
Page 116 of 229 1 115 116 117 229

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.