ଦେଶ ବିଦେଶ

ଲୋକସଭାରେ ଆଗତ ହେଲା ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍

ଲୋକସଭାରେ ଆଗତ ହେଲା ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍

ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଥିବାବେଳେ ଅନ୍ୟ ପଟେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ...

Read more

କୁଏତ ଯିବେ ପ୍ରଧାନମନ୍ତ୍ରୀ ମୋଦୀ !

କୁଏତ ଯିବେ ପ୍ରଧାନମନ୍ତ୍ରୀ ମୋଦୀ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୧-୨୨ ତାରିଖରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଲ୍ଫ ଦେଶ କୁଏତ ଗସ୍ତକୁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଭାରତ ଆସି କୁଏତ ଗସ୍ତ ପାଇଁ...

Read more

ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ସିରିଜ: ବର୍ଷା ହେତୁ ପୁଣି ମ୍ୟାଚ ବାଧାପ୍ରାପ୍ତ

ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ସିରିଜ: ବର୍ଷା ହେତୁ ପୁଣି ମ୍ୟାଚ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ବ୍ରିସବେନରେ ବାରମ୍ବାର ବର୍ଷା ହେଉଛି। ବର୍ଷା ହେତୁ ଆଜି ଷଷ୍ଠ ଥର ପାଇଁ ମ୍ୟାଚ୍ ବନ୍ଦ ହୋଇଯାଇଛି। ଭାରତ ମାତ୍ର ୪୮ ରନ୍ ରେ ଚାରିଟି ୱିକେଟ୍ ହରାଇଛି। ୫୨ ଟି ବଲ ଖେଳି କେଏଲ ରାହୁଲ ୩୦ ରନରେ...

Read more

ସାଂସଦ ଭାବେ ଓଡିଆରେ ଶପଥ ନେଲେ ସୁଜିତ କୁମାର

ସାଂସଦ ଭାବେ ଓଡିଆରେ ଶପଥ ନେଲେ ସୁଜିତ କୁମାର

ନୂଆଦିଲ୍ଲୀ: ଆଜି ଓଡିଶାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର। ଆଜି ରାଜ୍ୟସଭା ଆରମ୍ଭ ହେବା ପରେ ଶୋକସଭା ଆଗତ କରାଯାଇଥିଲା। ଏହାପରେ ଯେଉଁମାନେ ନିର୍ବାଚତ ହୋଇ ରାଜ୍ୟସଭାକୁ ଆସିଛନ୍ତି ସେମାନଙ୍କର ଶପଥ କରାଯାଇଥିଲା। ସୁଜିତ କୁମାର ଓଡିଆରେ...

Read more

ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ:  ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାରୁ ଛୋଟ...

Read more

ଜୀବନ ହାନୀରେ ହୋଇଥିବା କ୍ଷତି କେବେ ଭରଣ କରିପାରିବି ନାହିଁ: ଅଲୁ ଅର୍ଜୁନ

ଜୀବନ ହାନୀରେ ହୋଇଥିବା କ୍ଷତି କେବେ ଭରଣ କରିପାରିବି ନାହିଁ: ଅଲୁ ଅର୍ଜୁନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଜାମିନ ପରେ ଅଲୁ ଅର୍ଜୁନଙ୍କ ପ୍ରଥମ ବିବୃତ୍ତି ଆସିଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କୁ ଏହି କଷ୍ଟ ସମୟରେ ସମର୍ଥନ...

Read more

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଏକ ଅବପାତ ସକ୍ରିୟ ରହିଛି । ଆସନ୍ତା ୧୫ ତାରିଖ ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଡିସେମ୍ବର ୧୭...

Read more
Page 121 of 229 1 120 121 122 229

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.