ଦେଶ ବିଦେଶ

ଲାଞ୍ଚ ନେଉଥିବା ବେଳେ ସିଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ଅଧୀକ୍ଷକଙ୍କୁ ଗିରଫ କଲା ସିବିଆଇ

ଲାଞ୍ଚ ନେଉଥିବା ବେଳେ ସିଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ଅଧୀକ୍ଷକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ଵର: ଜିଏସଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସଟି ଏବଂ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି। ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି...

Read more

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ହଠାତ୍ ବିଗିଡିଲା ସ୍ୱାସ୍ଥ୍ୟ: ଏମ୍ସରେ ଭର୍ତ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ହଠାତ୍ ବିଗିଡିଲା ସ୍ୱାସ୍ଥ୍ୟ: ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା, ଯାହା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ...

Read more

୨୦୨୪ ଅଲିମ୍ପିକ୍ସ: ବ୍ୟାଡମିଣ୍ଟନରେ ଭାରତ ଦେଖାଇବ ଜଲୱା

୨୦୨୪ ଅଲିମ୍ପିକ୍ସ: ବ୍ୟାଡମିଣ୍ଟନରେ ଭାରତ ଦେଖାଇବ ଜଲୱା

ନୂଆଦିଲ୍ଲୀ: ୨୦୨୪ ଅଲିମ୍ପିକ୍ସ ବିଷୟରେ ଚର୍ଚ୍ଚା ଜୋର ଧରିଛି। ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ଅଲିମ୍ପିକ୍ସ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୧୧ ତାରିଖରେ ଅଲିମ୍ପିକ୍ସ ଖେଳ ଶେଷ ହେବ। ଏହାପୂର୍ବରୁ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସ...

Read more

୧୮କୁ ଘୁଞ୍ଚିଲା ନିଟ ଶୁଣାଣି

୧୮କୁ ଘୁଞ୍ଚିଲା ନିଟ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିଟ ୟୁଜି ମାମଲାର ଶୁଶାଣି ଘୁଞ୍ଚିଛି । ଏହି ମାମଲାର ଶୁଣାଣି ଆସନ୍ତା ୧୮ ତାରିଖକୁ ଘୁଞ୍ଚାଯାଇଛି । କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ମାମଲାର ଶୁଶାଣିକୁ ଘୁଞ୍ଚାଯାଇଛି । କେନ୍ଦ୍ର ସରକାର ନିଟ ଦେଇଥିବା ସତ୍ୟପାଠ କିଛି...

Read more

ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଜଣ ଅଗ୍ରଣୀ ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟ (ଭାରତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ) ଏବଂ ଭାରତୀୟ ଇତିହାସ ଓ ବିଚାରଧାରାର ବିଦ୍ୱାନଙ୍କୁ ଭେଟିଛନ୍ତି। ସେ ବୌଦ୍ଧ ଦର୍ଶନର ପଣ୍ଡିତ ତଥା ଭାଷାବିତ୍ ଡକ୍ଟର ବିର୍ଗିତ...

Read more

ଖଦି ଓ ଗ୍ରାମୋଦ୍ୟୋଗ କାରବାରରେ ନୂତନ ରେକର୍ଡ ସ୍ଥାପନ: ପ୍ରଥମ ଥର ପାଇଁ ଅତିକ୍ରମ କଲା ୧.୫ ଲକ୍ଷ କୋଟି

ଖଦି ଓ ଗ୍ରାମୋଦ୍ୟୋଗ କାରବାରରେ ନୂତନ ରେକର୍ଡ ସ୍ଥାପନ: ପ୍ରଥମ ଥର ପାଇଁ ଅତିକ୍ରମ କଲା ୧.୫ ଲକ୍ଷ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି।...

Read more

ଭୟଙ୍କର ଦୁର୍ଘଟଣା: ୧୮ମୃତ

ଭୟଙ୍କର ଦୁର୍ଘଟଣା: ୧୮ମୃତ

ନୂଆଦିଲ୍ଲୀ:ବୁଧବାର ଭୋର ସମୟରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଦୁଗ୍ଧ କଣ୍ଟେନରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ।  ଅନ୍ୟପଟେ ରାଷ୍ଟ୍ରପତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରମୁଖ ଘଟଣାକୁ...

Read more

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ସ୍ୱାମୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ପାଇବେ ମୁସଲମାନ ମହିଳା

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ସ୍ୱାମୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ପାଇବେ ମୁସଲମାନ ମହିଳା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସିଆରପିସି ର ଧାରା ୧୨୫ ଅନୁଯାୟୀ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ। ସୁପ୍ରିମକୋର୍ଟରେ ତାଙ୍କ...

Read more

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରୁଷର ମସ୍କୋରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାର୍ଡ ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ରୁଷ ଫେଡେରେଶନର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍...

Read more

ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ

ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ଦିନ ମଣିପୁରରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୩ ଟା ବେଳେ ମଣିପୁରରେ ହିଂସା ପୀଡିତଙ୍କୁ ରାହୁଲ ଗାନ୍ଧୀ ଭେଟିଥିଲେ। ଏହି ସମୟରେ ସେ ଚୁରାଚାନ୍ଦପୁରର ରିଲିଫ...

Read more
Page 173 of 228 1 172 173 174 228

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.