ଦେଶ ବିଦେଶ

ଦୁଇଟି ହିନ୍ଦୁସ୍ଥାନ ନିର୍ମାଣ କରୁଛନ୍ତି ମୋଦୀ: ରାହୁଲ

ଦୁଇଟି ହିନ୍ଦୁସ୍ଥାନ ନିର୍ମାଣ କରୁଛନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଜଣେ ଧନୀ ବ୍ୟକ୍ତି ଦୁଇ ଜଣ ବାଇକ୍ ଆରୋହୀଙ୍କୁ ତାଙ୍କ ପୋର୍ସେ କାରରେ ଚଢାଇ ମାରିଦେଇଛନ୍ତି। ଏହି ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଯଦିଓ ପୋଲିସ ରଇସଜାଦେଙ୍କୁ ଗିରଫ କରିଥିଲା, କିନ୍ତୁ ତାଙ୍କୁ କିଛି ସମୟ ମଧ୍ୟରେ...

Read more

ଘରେ ପଶି ମାରେ ନୂଆ ଭାରତ: ମିଳିତ ଜାତିସଂଘରେ ଅଭିଯୋଗ କଲେ ପାକିସ୍ତାନର ମୁନିର୍ ଆକ୍ରାମ

ଘରେ ପଶି ମାରେ ନୂଆ ଭାରତ: ମିଳିତ ଜାତିସଂଘରେ ଅଭିଯୋଗ କଲେ ପାକିସ୍ତାନର ମୁନିର୍ ଆକ୍ରାମ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ ପୁନର୍ବାର ଭାରତ ବିରୁଦ୍ଧରେ ବିଷ ବିସ୍ତାର କରିଛି। ଜାତିସଂଘରେ ପାକିସ୍ତାନର ସ୍ଥାୟୀ ସଦସ୍ୟ ମୁନିର୍ ଆକ୍ରାମ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ବିଷୟରେ ଉଲ୍ଲେଖ କରିଛନ୍ତି। ମୁନିର ଆକ୍ରାମ କହିଛନ୍ତି ଯେ, ନୂଆ ଭାରତ ଘରକୁ...

Read more

ଓଡିଶା ପ୍ରଚାରରେ ଆସୁଛନ୍ତି ଜେ ପି ନଡ୍ଡା, ଯୋଗୀ ଅଦିତ୍ୟନାଥ, ଅରୁଣ ଗୋଭିଲ ଓ ବହୁ ବିଜେପି ନେତା

ଓଡିଶା ପ୍ରଚାରରେ ଆସୁଛନ୍ତି ଜେ ପି ନଡ୍ଡା, ଯୋଗୀ ଅଦିତ୍ୟନାଥ, ଅରୁଣ ଗୋଭିଲ ଓ ବହୁ ବିଜେପି ନେତା

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ସେହି ପରିପ୍ରେକ୍ଷୀରେ ଆସନ୍ତା କାଲି ୨୨ତାରିଖ ଦିନ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ସେ...

Read more

ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ରାହୁଲଙ୍କୁ ସମନ ଜାରି

ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ରାହୁଲଙ୍କୁ ସମନ ଜାରି

ନୂଆଦିଲ୍ଲୀ: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ ନବୀନ ଝା ରାଞ୍ଚି ସିଭିଲ କୋର୍ଟରେ ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ...

Read more

ମନୀଷ ସିସୋଦିଆଙ୍କୁ ପୁଣି ମିଳିଲାନି ଆଶ୍ଵସ୍ତି

ମନୀଷ ସିସୋଦିଆଙ୍କୁ ପୁଣି ମିଳିଲାନି ଆଶ୍ଵସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରେଫେରେ ମାମଲାରେ ମନୀଷ ସିସୋଦିଆଙ୍କୁ ଆଶ୍ଵସ୍ତି ମିଳିନାହିଁ। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ...

Read more

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇପିଏସ୍

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇପିଏସ୍

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରେମ ପ୍ରକାଶ ମାଫିଆ ଅତିକ୍ ଅହମ୍ମଦ ଏବଂ ମୁଖତାର୍ ଅନସାରୀଙ୍କ ଉପରେ ଏକ ବଡ଼ ଖୁଲାସା କରିଛନ୍ତି। ଆଜି ନିଜେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ୍ ପ୍ରେମ...

Read more

ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମୋଦୀଙ୍କୁ ମାଗିଲେ ତିନିଟି ଉପହାର

ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମୋଦୀଙ୍କୁ ମାଗିଲେ ତିନିଟି ଉପହାର

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜୟଯୁକ୍ତ...

Read more

ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଅର୍ଜୁନ ମୁଣ୍ଡା

ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଅର୍ଜୁନ ମୁଣ୍ଡା

ଭୁବନେଶ୍ୱର: ଆସନ୍ତାକାଲି ୨୧ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣିଥରେ ଓଡିଶା ପ୍ରଚାରରେ ଆସିବେ। ସେ ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ରେମେଡ ଗାଁ ପଡିଆଠାରେ...

Read more

ଗୁଜୁରାଟ ଏଟିଏସର ବଡ କାର୍ଯ୍ୟାନୁଷ୍ଠାନ, ଚାରି ଆଇଏସ ଆତଙ୍କବାଦୀ ଗିରଫ

ଗୁଜୁରାଟ ଏଟିଏସର ବଡ କାର୍ଯ୍ୟାନୁଷ୍ଠାନ, ଚାରି ଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରୁ ଏଟିଏସ୍ ଚାରିଜଣ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ଦାବି କରିଛି ଯେ, ଏହି ଚାରିଜଣ ମୂଳତଃ ଶ୍ରୀଲଙ୍କାରୁ ଆସିଛନ୍ତି। ଗତ ବର୍ଷ ୨୦୨୩ ମସିହାରେ ଏଟିଏସ୍ ରାଜକୋଟରୁ ତିନି ଜଣଙ୍କୁ ଗିରଫ କରିଥିଲା।...

Read more

ଦୀପ୍ତି ଜୀବନଜୀ ଜିତିଲେ ସ୍ୱର୍ଣ୍ଣ: ରଚିଲେ ବିଶ୍ୱ ରେକର୍ଡ

ଦୀପ୍ତି ଜୀବନଜୀ ଜିତିଲେ ସ୍ୱର୍ଣ୍ଣ: ରଚିଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଭାରତର ଦୀପ୍ତି ଜୀବନଜୀ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ଜୀବନଜୀ ଟି -୨୦ ରେ ୪୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ...

Read more
Page 192 of 228 1 191 192 193 228

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.