ଦେଶ ବିଦେଶ

ସେବା ଏବଂ ଟ୍ରାଞ୍ଜାକସନାଲ୍‌ ଭଏସ୍ କଲ୍ ପାଇଁ ସ୍ୱତନ୍ତ୍ର ଭାବେ ପୃଥକ ନମ୍ବରିଂ ସିରିଜ୍ ଆବଣ୍ଟନ କଲା ଡିଓଟି

ସେବା ଏବଂ ଟ୍ରାଞ୍ଜାକସନାଲ୍‌ ଭଏସ୍ କଲ୍ ପାଇଁ ସ୍ୱତନ୍ତ୍ର ଭାବେ ପୃଥକ ନମ୍ବରିଂ ସିରିଜ୍ ଆବଣ୍ଟନ କଲା ଡିଓଟି

ନୂଆଦିଲ୍ଲୀ: ଟେଲିକମ୍ ବିଭାଗ (ଡିଓଟି) ସେବା/ଟ୍ରାଞ୍ଜାକସନ୍ କଲ୍ କରିବା ପାଇଁ ୧୬୦xxxx ନାଗରିକମାନଙ୍କୁ ଏଭଳି ବୈଧ କଲ୍ କୁ ସହଜରେ ଚିହ୍ନଟ କରିବାର ଏକ ଉପାୟ ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ। ବର୍ତମାନ ଟେଲିମାର୍କେଟରମାନଙ୍କୁ ପ୍ରମୋଶନାଲ/ସର୍ଭିସ/ଟ୍ରାଞ୍ଜାକସନ୍ ଭଏସ୍ କଲ୍ କରିବା...

Read more

ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନି ତାଲିକାରେ ରିଲାଏନ୍ସ ସମେତ ତିନି ଭାରତୀୟ କମ୍ପାନି ସାମିଲ

ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନି ତାଲିକାରେ ରିଲାଏନ୍ସ ସମେତ ତିନି ଭାରତୀୟ କମ୍ପାନି ସାମିଲ

ଭୁବନେଶ୍ୱର: ପ୍ରସିଦ୍ଧ ଆମେରିକୀୟ ପତ୍ରିକା ଟାଇମ୍ ପକ୍ଷରୁ ୨୦୨୪ ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନିଗୁଡିକର ତାଲିକା ପ୍ରକାଶ କରାଯାଇଛି। ଶ୍ରେଷ୍ଠ ୧୦୦ କମ୍ପାନି ତାଲିକାରେ ୩ଟି ଭାରତୀୟ କମ୍ପାନି ସ୍ଥାନ ପାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍...

Read more

କନ୍ୟାକୁମାରୀ ପହଞ୍ଚି ଧ୍ୟାନରେ ବସିଲେ ମୋଦୀ

କନ୍ୟାକୁମାରୀ ପହଞ୍ଚି ଧ୍ୟାନରେ ବସିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନ ଧରି ଧ୍ୟାନରେ ବସିବେ। ପ୍ରଧାନମନ୍ତ୍ରୀଙ୍କ ଏକାନ୍ତବାସକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଧ୍ୟାନ କାର୍ଯ୍ୟକ୍ରମ...

Read more

୧୪୦୦ ଟଙ୍କା କମିଲା ରୂପା ମୂଲ୍ୟ, ଖସିଲା ସୁନା ଦର

୧୪୦୦ ଟଙ୍କା କମିଲା ରୂପା ମୂଲ୍ୟ, ଖସିଲା ସୁନା ଦର

ନୂଆଦିଲ୍ଲୀ: ଆଜି ରୂପା ମୂଲ୍ୟରେ ବଡ ହ୍ରାସ ଘଟିଛି ଏବଂ ଗତକାଲି ତୁଳନାରେ ଏହା କିଲୋଗ୍ରାମ ପିଛା ୧୪୦୦ ଟଙ୍କା ଶସ୍ତା ହୋଇଛି। ଏହି ହ୍ରାସ ପରେ ରୂପା ବର୍ତ୍ତମାନ ପ୍ରାୟ ୯୪,୮୦୦ ଟଙ୍କାରେ ପହଞ୍ଚିଛି। ଆଜି ସୁନା ମୂଲ୍ୟରେ ହ୍ରାସ...

Read more

ସାଧାରଣ ନିର୍ବାଚନ: ଯୋଗ୍ୟ ଭୋଟରଙ୍କ ନିମନ୍ତେ ଗୃହ ମତଦାନ ସୁବିଧାକୁ ପ୍ରଥମ ଥର ପାଇଁ ବୃଦ୍ଧି

ସାଧାରଣ ନିର୍ବାଚନ: ଯୋଗ୍ୟ ଭୋଟରଙ୍କ ନିମନ୍ତେ ଗୃହ ମତଦାନ ସୁବିଧାକୁ ପ୍ରଥମ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ: ଶାରୀରିକ କିମ୍ବା ଅନ୍ୟାନ୍ୟ ପ୍ରତିବନ୍ଧକ କାରଣରୁ ଯେପରି କୌଣସି ଯୋଗ୍ୟ ଭୋଟର ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ୨୦୨୪ ସାଧାରଣ ନିର୍ବାଚନରେ ଅନ୍ତର୍ଭୁକ୍ତୀକରଣ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ବ୍ୟାପକ...

Read more

ମେଣ୍ଟ ସରକାର ଗଠନ ହେବା ମାତ୍ରେ କୃଷକଙ୍କ ଛାଡ ହେବ ଋଣ

ମେଣ୍ଟ ସରକାର ଗଠନ ହେବା ମାତ୍ରେ କୃଷକଙ୍କ ଛାଡ ହେବ ଋଣ

ନୂଆଦିଲ୍ଲୀ: ସମସ୍ତ ରାଜନୈତିକ ଦଳ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ନିଜର ଶକ୍ତି ଲଗାଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବର ଲୁଧିଆନାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ...

Read more

ଆସୁଛି ମୌସୁମୀ, ୨୪ ଘଣ୍ଟାରେ କେରଳ ଛୁଇଁବ

ଆସୁଛି ମୌସୁମୀ, ୨୪ ଘଣ୍ଟାରେ କେରଳ ଛୁଇଁବ

ନୂଆଦିଲ୍ଲୀ: ତାତି ଭିତରେ ଆସିଲା ଭଲ ଖବର । ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ତେଣୁ ଖୁବଶୀଘ୍ର ମୌସୁମୀ ଛୁଇଁବାନେଇ ଆକଳନ କରାଯାଇଛି । ...

Read more

ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ଵସ୍ତି ନାହିଁ: ଜୁନ ୨ ରେ ହିଁ ଜେଲ ଫେରିବେ କେଜ୍ରିୱାଲ

ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ଵସ୍ତି ନାହିଁ: ଜୁନ ୨ ରେ ହିଁ ଜେଲ ଫେରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଚାହୁଁଥିବା ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହେବ ନାହିଁ। ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି ଆବେଦନ...

Read more

ଟିମ୍ ଇଣ୍ଡିଆର କୋଚ୍ ପାଇଁ ଆବେଦନ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶାହାରୁଖ ଖାନ୍

ଟିମ୍ ଇଣ୍ଡିଆର କୋଚ୍ ପାଇଁ ଆବେଦନ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶାହାରୁଖ ଖାନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ ଆବଦନ କରୁଥିବା ବେଳେ ଏହାର ସମୟ ସୀମା ଶେଷ ହୋଇଯାଇଛି। ଦଳର ମୁଖ୍ୟ ପ୍ରଶିକ୍ଷକ ପାଇଁ ଅନେକ ଇଚ୍ଛୁକ ବ୍ୟକ୍ତି ଆବେଦନ କରିଥିବା ବେଳେ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ଏବଂ...

Read more

ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲା ଭାରତୀୟ ସେନା: ସମ୍ମାନିତ ହେଲେ ମେଜର ରାଧିକା ସେନ

ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲା ଭାରତୀୟ ସେନା: ସମ୍ମାନିତ ହେଲେ ମେଜର ରାଧିକା ସେନ

ନୂଆଦିଲ୍ଲୀ: ଭାରତୀୟ ସେନା ପୁଣି ଥରେ ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଛି। ଭାରତୀୟ ସେନାର ମେଜର ରାଧିକା ସେନଙ୍କୁ ସମ୍ମାନଜନକ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯିବ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଙ୍କ ମୁଖପାତ୍ର ଷ୍ଟିଫେନ୍...

Read more
Page 216 of 256 1 215 216 217 256

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.