ଦେଶ ବିଦେଶ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୯ ଶିଶୁଙ୍କ ସମେତ ଜଣେ ମହିଳା ମୃତ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୯ ଶିଶୁଙ୍କ ସମେତ ଜଣେ ମହିଳା ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ତାଲିବାନ ଏନେଇ ସ୍ପଷ୍ଟ କରିଛି । ତାଲିବାନ...

Read more

ଇଥିଓପିଆରେ ଭୟଙ୍କର ଉଦଗୀରଣ, ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ବାତିଲ

ଇଥିଓପିଆରେ ଭୟଙ୍କର ଉଦଗୀରଣ, ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଇଥିଓପିଆରେ ହେଲି ଗବିନ୍ ଜ୍ୱାଳାମୁଖୀ ବିସ୍ଫୋରଣର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଦ୍ୱାରା ଜ୍ୱାଳାମୁଖୀ ଧୂଆଁ ଓମାନ ଏବଂ ଆରବ ସାଗର ଦେଇ ଭାରତୀୟ ବାୟୁମଣ୍ଡଳରେ ପହଞ୍ଚିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ମୁମ୍ବାଇ–ଦିଲ୍ଲୀ ପାଣିପାଗ କାର୍ଯ୍ୟାଳୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏକ SIGMET ଜାରି କରିଛନ୍ତି । ଏହାରି ମଧ୍ୟରେ ବିମାନ ଚଳାଚଳ ଅଧିକାରୀମାନେ ସତର୍କ କରାଇବା ସହିତ ବିମାନ ଚଳାଚଳ ବନ୍ଦ କରିଛନ୍ତି । ଯାହା ଉଡ଼ାଣ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।  ତେଣୁ ରୁଟ୍ ଏବଂ ଉଡ଼ାଣ ସ୍ତର ଉପରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ । ସୂଚନାନୁଯାୟୀ, ଇଥିଓପିଆର ହେଲି ଗବିନ୍ ଜ୍ୱାଳାମୁଖୀ ହଠାତ୍ ବିସ୍ଫୋରଣ ହୋଇଥିଲା । ଜ୍ୱାଳାମୁଖୀ ଉଦଗୀରଣ ହେବା ମାତ୍ରେ ସିଧାସଳଖ ବାୟୁପଥକୁ ପ୍ରଭାବିତ କରେ...

Read more

ଶ୍ରୀରାମ ମନ୍ଦିର ଶିଖରରେ ଉଡ଼ିଲା ଧର୍ମଧ୍ୱଜା, ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଶ୍ରୀରାମ ମନ୍ଦିର ଶିଖରରେ ଉଡ଼ିଲା ଧର୍ମଧ୍ୱଜା, ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା : ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମ ଧ୍ୱଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସ୍ଥାପନା କରିଛନ୍ତି । ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ...

Read more

‘ଗୋଟିଏ ଯୁଗର ଅନ୍ତ’… ଧର୍ମେନ୍ଦ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଃଖ

‘ଗୋଟିଏ ଯୁଗର ଅନ୍ତ’… ଧର୍ମେନ୍ଦ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଃଖ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ...

Read more

ଦିଲ୍ଲୀ ପ୍ରଦୂଷଣକୁ ଦେଖି ନିଷ୍ପତ୍ତି; ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀ ପ୍ରଦୂଷଣକୁ ଦେଖି ନିଷ୍ପତ୍ତି; ୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଚରମ ସୀମାରେ ପହଞ୍ଚିଛି ପ୍ରଦୂଷଣ । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ । ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରାଇଭେଟ୍‌ ଅଫିସ୍‌ମାନଙ୍କରେ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍‌...

Read more

ଭାରତର ୫୩ତମ ସିଜେଆଇ ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଭାରତର ୫୩ତମ ସିଜେଆଇ ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୨୭...

Read more

ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ, ଦୀର୍ଘଦିନରୁ ସ୍ବାସ୍ଥ୍ୟାବସ୍ଥା ଥିଲା ଗୁରୁତର

ନୂଆଦିଲ୍ଲୀ: ପରଲୋକରେ ହି-ମ୍ୟାନ୍ । ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାସଭବନରେ ନେଲେ ଶେଷ ନିଶ୍ବାସ। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ...

Read more

ଗାଜାରେ ଇସ୍ରାଏଲୀୟ ବିମାନ ଆକ୍ରମଣ: ୨୦ ମୃତ, ୮୦ ଆହତ

ଗାଜାରେ ଇସ୍ରାଏଲୀୟ ବିମାନ ଆକ୍ରମଣ: ୨୦ ମୃତ, ୮୦ ଆହତ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଏବଂ ୮୦ ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ପ୍ରଥମ ଆକ୍ରମଣ ଗାଜା ସହରର ରିମାଲ ଅଞ୍ଚଳରେ ଏକ କାରକୁ ଟାର୍ଗେଟ କରି କରାଯାଇଥିଲା, ଯେଉଁଥିରେ...

Read more

ପହଲଗାମ ଆତଙ୍କୀ ଆକ୍ରମଣ ଓ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍

ପହଲଗାମ ଆତଙ୍କୀ ଆକ୍ରମଣ ଓ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ପହଲଗାମ ଆତଙ୍କୀ ଆକ୍ରମଣ ଓ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍। ଗ୍ଲୋବାଲ୍ ପିସ୍ ଅନର୍ସ କାର୍ଯ୍ୟକ୍ରମରେ ଆତଙ୍କୀ ଆକ୍ରମଣରେ ସହିଦ ସାହସୀ ସୁରକ୍ଷାକର୍ମୀଙ୍କୁ...

Read more
Page 28 of 231 1 27 28 29 231

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.