ନୂଆଦିଲ୍ଲୀ: ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ । ଟ୍ରମ୍ପଙ୍କ ଦାବିକୁ ନେଇ କେନ୍ଦ୍ର ସରକାର କହିଲେ ଦେଶର ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷାକୁ ଦିଆଯିବ ଅଗ୍ରାଧିକାର । ହଁ ଦର୍ଶକବନ୍ଧୁ, ପୁଣି ଆମେରିକା ରାଷ୍ଟ୍ରପତିଙ୍କର ବିଭ୍ରାନ୍ତିକର ବୟାନ...
Read moreଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ...
Read moreନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ପୁଣି ଥରେ ଦାବି ଦୋହରାଇଲେ ଟ୍ରମ୍ପ । ହ୍ବାଇଟ୍ ହାଉସରେ ଟ୍ରମ୍ପ କହିଛନ୍ତି, ଆମେ ବାଣିଜ୍ୟକୁ ବ୍ୟବହାର କରି ଏହିଭଳି ଅନେକ ଯୁଦ୍ଧ ବନ୍ଦ କରିଛୁ । ଏହାର ଏକ ଉଦାହରଣ ଭାରତ ଏବଂ...
Read moreବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି...
Read moreରାଜସ୍ଥାନ : ରାଜସ୍ଥାନର ଯୋଧପୁର ରାଜପଥରେ ବସ୍ ଜଳିଯିବା ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ଗତକାଲି ଜୈସଲମେର-ଯୋଧପୁର ରାଜପଥରେ ଥାୟତ ଗାଁ ନିକଟରେ ଜାତୀୟ ରାଜପଥରେ ଏସି ବସରେ ହଠାତ ନିଆଁ ଲାଗିଯାଇଥିଲା...
Read moreନୂଆଦିଲ୍ଲୀ : ବର୍ତ୍ତମାନ ଉତ୍ତର ଭାରତରେ ଥଣ୍ଡା ଆରମ୍ଭ ହୋଇଛି । ଦେଶର ଅନେକ ସ୍ଥାନରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଉପରେ ୧.୫ ରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି ।...
Read moreଆମେରିକା : ରୁଷକୁ ପୁଣିଥରେ ଚେତାବନୀ ଦେଲେ ଟ୍ରମ୍ପ । ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ସେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ଷେପଣାସ୍ତ୍ର ଦେଇପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଇସ୍ରାଏଲ...
Read moreହମାସ : ବନ୍ଦୀଙ୍କୁ ଛାଡୁଛି ହମାସ । ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିଛି । ୭ ଜଣଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା ହମାସ । ରେଡକ୍ରସ ବନ୍ଧକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ମୋଟ ୨୦ ଜଣ ଜୀବିତ...
Read moreVOV-13-October-2025-Issue-2_compressedDownload
Read moreନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ । ପାକିସ୍ତାନର ୫୮ ଜଣ ସୈନ୍ୟଙ୍କୁ ମାରିଥିବା ଆଫଗାନିସ୍ତାନର ଦାବି । ସେପଟେ ଆଫଗାନିସ୍ତାନର ୧୯ଟି ବର୍ଡର ପୋଷ୍ଟକୁ ପାକିସ୍ତାନ ଅକ୍ତିଆର କରିଥିବା ଦାବି କରିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ...
Read moreCopyright © 2023.