ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ଏବେ ସେ ପୁଣି ଥରେ ବିସିସିଆଇକୁ ଫେରିପାରିବେ ଓ କ୍ରିକେଟ୍ ପରିଚାଳନା ବ୍ୟାପାରର ସଂପୃକ୍ତ ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।...
Read moreନୂଆଦିଲ୍ଲୀ : ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ...
Read moreରାଜସ୍ଥାନ : ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦ । ପତ୍ନୀ ସାଜିଲା ଯମ । ସାତ ଜନ୍ମର ସାଥୀ ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର । ନିର୍ମମ ମର୍ଡର ପରେ ଏହାକୁ ହିଟ୍-ଆଣ୍ଡ୍-ରନ ମାମଲାର ରୂପ ଦେବାକୁ ଉଦ୍ୟମ କରିଥିଲେ।...
Read moreନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ହାଜର ହୋଇ ECI ଙ୍କ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ଶୁଣାଣି ବେଳେ ମମତା...
Read moreମୁମ୍ବାଇ : ମୁମ୍ବାଇର ବିମାନ ବନ୍ଦରରେ ଏୟାର୍ ଇଣ୍ଡିଆର ବିମାନ ଓ ଇଣ୍ଡିଗୋ ବିମାନର ଡେଣା ଭିତରେ ଧକ୍କା । ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।...
Read moreନୂଆଦିଲ୍ଲୀ : ହ୍ବାଟ୍ସଆପ୍ କୁ ସୁପ୍ରିମ୍ ଚେତାବନୀ । ଯଦି ତୁମେ ଭାରତୀୟ ସମ୍ବିଧାନକୁ ଅନୁସରଣ କରିପାରୁନ ତେବେ ଭାରତ ଛାଡ଼ିଦିଅ । ଭାରତର ଯେକୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଖେଳିବାରେ ହ୍ବାଟ୍ସଆପର କୌଣସି ଅଧିକାର ନାହିଁ। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର...
Read moreନୂଆଦିଲ୍ଲୀ : ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ । ଲୋକସଭାରେ ହଟ୍ଟଗୋଳ ଏବଂ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସର ୮ ଜଣ ସାଂସଦଙ୍କୁ ବଜେଟ୍ ଅଧିବେଶନର ବାକି ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ଏବଂ ବାଚସ୍ପତିଙ୍କ ନିର୍ଦ୍ଦେଶ...
Read moreନୂଆଦିଲ୍ଲୀ : ଗତକାଲି ଲଣ୍ଡନରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ୍ ବୋଇଂ ୭୮୭ ଡ୍ରିମଲାଇନର ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ । ଯାହା ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା...
Read moreପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଘୋଷଣା କରିଛି ଯେ ସେମାନେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ । ଏହି ନିଷ୍ପତ୍ତି ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଆସିଛି,...
Read moreନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଶୁଳ୍କ ହ୍ରାସ କରିଛି। ୨୫% ରୁ ୧୮% କୁ ଆମେରିକା ଶୁଳ୍କ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି।...
Read moreCopyright © 2023.