ଦେଶ ବିଦେଶ

ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ

ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ  । ଜରୁରୀକଳୀନ ଅବତରଣ କଲା ବିମାନ । ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର (LAX)ରୁ ଆଟଲାଣ୍ଟା ଯାଉଥିବା ଏକ ଡେଲ୍ଟା ଏୟାରଲାଇନ୍ସ ବିମାନ ଉଡ଼ାଣ ଆରମ୍ଭ କରିଥିଲା ।...

Read more

ଭୂକମ୍ପ ଝଟକାରେ ଥରିଲା ଇରାନ ଓ ତାଜିକସ୍ତାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ତାଜିକସ୍ତାନ ଓ ଇରାନ । ଭୂକମ୍ପର ତୀବ୍ରତା ୪.୫ ଥିବା ଜଣାପଡିଛି । ଯାହାର କେନ୍ଦ୍ରସ୍ଥଳ ୧୬୦ କିଲୋମିଟର ଗଭୀରତାରେ ରହିଥିଲା । ଭୂକମ୍ପର ଅକ୍ଷାଂଶ ୩୬.୮୭N, ଦ୍ରାଘିମା ୭୨.୧୦E ରହିଥିବା NCS ସୂଚନା ଦେଇଛି...

Read more

ଭାରତ ଉପରେ ସବୁଠାରୁ କମ୍ ଟାରିଫ ଲଗାଇବ ଆମେରିକା ?

ଚୀନ୍, କାନାଡାକୁ ବଡ ଝଟକା ଦେଲା ଆମେରିକା, କିନ୍ତୁ ଭାରତ ସହ ବନ୍ଧୁତା ବଜାୟ ରଖିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ ଡିଲକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ବେପାରକୁ ନେଇ ଆଲୋଚନା ପାଇଁ ଭାରତୀୟ ପ୍ରତିନିଧି ଦଳ ଓ୍ବାଶିଂଟନ ଗସ୍ତ କରିଛି ଓ ଟାରିଫକୁ ନେଇ ବୁଝାମଣା କରୁଛି । ଆମେରିକା...

Read more

ଥମୁନି ବୋମା ଧମକର ଆତଙ୍କ, ଦିଲ୍ଲୀ ସ୍କୁଲ ପରେ ବେଙ୍ଗାଲୁରୁର ୪୦ ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍  

ଥମୁନି ବୋମା ଧମକର ଆତଙ୍କ, ଦିଲ୍ଲୀ ସ୍କୁଲ ପରେ ବେଙ୍ଗାଲୁରୁର ୪୦ ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍  

ବେଙ୍ଗାଲୁରୁ: ଥମୁନି ସ୍କୁଲରେ ବୋମା ଆତଙ୍କ । ଦିଲ୍ଲୀ ସହିତ ବେଙ୍ଗାଲୁରୁ ସ୍କୁଲକୁ ପୁଣି ମିଳିଛି ବୋମା ଧମକ । ଦିଲ୍ଲୀର ୨୦ରୁ ଅଧିକ ସ୍କୁଲକୁ ବୋମା ଧମକର ମେଲ୍ ମିଳିଛି । ଏହାରି ମଧ୍ୟରେ ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ...

Read more

ବିହାରରେ ୪ଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ବିହାରରେ ୪ଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ମୋତିହାରୀରେ ଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି  । ଏହି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ବିହାରକୁ କୋଟି କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେବା ସହିତ ସହିତ ୪ଟି...

Read more

ଇମ୍ଫାଲ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରେ ଘଣ୍ଟାଏ ବୁଲିବା ପରେ ଦିଲ୍ଲୀକୁ ଫେରିଲା

ଇମ୍ଫାଲ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରେ ଘଣ୍ଟାଏ ବୁଲିବା ପରେ ଦିଲ୍ଲୀକୁ ଫେରିଲା

ନୂଆଦିଲ୍ଲୀ: ପୁଣି ଟଳିଲା ଆଉ ଏକ ବିମାନ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ଅନେକ ଯାତ୍ରୀଙ୍କ ଜୀବନ । ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ ଭରିବା ପରେ ଇଣ୍ଡିଗୋ ବିମାନରେ ଦେଖାଦେଲା ତ୍ରୁଟି । ଆଗକୁ ନଯାଇ ପାଖାପାଖି ଏକ ଘଣ୍ଟା କାଳ...

Read more

ଜମ୍ମୁ କଶ୍ମୀର : ଡୋଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ, ୧୦ରୁ ଅଧିକ ଆହତ

ଜମ୍ମୁ କଶ୍ମୀର : ଡୋଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ, ୧୦ରୁ ଅଧିକ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରରେ ଡୋଡାରେ ଗଭୀର ଖାତକୁ ଖସିଲା ଟେମ୍ପୋ ଟ୍ରାଭେଲର । ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି...

Read more

DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିଜିସିଏ ଏକ ବଡ଼ ଆଦେଶ ଜାରି କରିଛି । ଡିଜିସିଏ ସବୁ ପଞ୍ଜୀକୃତ ଭାରତୀୟ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ...

Read more

ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଟ୍ରେନ ବଗିରେ ଲଗାଯିବ ସିସିଟିଭି କ୍ୟାମେରା

ଆଜିଠାରୁ ବଦଳିଲା ରେଳବାଇର ଏହି ନିୟମ, ଟିକେଟ୍ ବୁକ୍ କରିବା ପୂର୍ବରୁ ଏହି ଖବର ପଢ଼ନ୍ତୁ…

ନୂଆଦିଲ୍ଲୀ: ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।  ଏଣିକି ଟ୍ରେନ ବଗିରେ ସିସିଟିଭି କ୍ୟାମେରା ଲଗାଯିବ ।  ୭୪ ହଜାର ବଗି ଓ ୧୫ ହଜାର ଲୋକମୋଟିଭରେ ସିସିଟିଭି କ୍ୟାମେରା ଲାଗିବ ।  ପୂର୍ବରୁ ପରୀକ୍ଷାମୂଳକ ଭାବରେ...

Read more
Page 54 of 230 1 53 54 55 230

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.