ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୀତି ଆୟୋଗ ବୈଠକ ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ବିକାଶକୁ କିଭଳି ତ୍ବରାନ୍ବିତ କରାଯିବ, ସେ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି...
Read moreନୂଆଦିଲ୍ଲୀ: ନିତି ଆୟୋଗ ବୈଠକରେ ମୋଦୀଙ୍କ ମନ୍ତ୍ର । ମୁଖ୍ୟମନ୍ତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରତି ଭାରତୀୟଙ୍କ ଲକ୍ଷ୍ୟ ବିକଶିତ ଭାରତ । ଗୋଟିଏ ରାଜ୍ୟ ଗୋଟିଏ ବିଶ୍ସସ୍ତରୀୟ ଲକ୍ଷ୍ୟ ଉପରେ ଫୋକସ କରିବାକୁ କହିଛନ୍ତି ମୋଦୀ...
Read moreନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ମୌସୁମୀ । ଚଳିତ ବର୍ଷ ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ...
Read moreନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା । ରାଜଧାନୀ ବାସୀଙ୍କ ଜନଜୀବନ ବର୍ଷାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ...
Read moreନୂଆଦିଲ୍ଲୀ: ଭାରତରେ କୋଭିଡ୍ ମାମଲା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି । କୋଭିଡ୍ ମହାମାରୀକୁ କିଏ ବା ଭୁଲିବ କହିଲେ । ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ତେବେ ବର୍ତ୍ତମାନ ପୁଣି...
Read moreନୂଆଦିଲ୍ଲୀ: ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ଜାରି ରହିଛି । ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ । କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି । ଏଥର...
Read moreନୂଆଦିଲ୍ଲୀ: ଜର୍ମାନୀ ଆତଙ୍କବାଦ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୂରକୁ ସମର୍ଥନ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱେଡଫୁଲ କହିଛନ୍ତି ଯେ, ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଭାରତର ଅଛି। ଏହା ସହିତ ସେ ପହଲଗାମ ଆତଙ୍କବାଦୀ...
Read moreନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହ ବିଏସଏଫର ଅଳଙ୍କରଣ ସମାରୋହରେ ଭାଗ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲେ । ସମାରୋହରେ ଭାରତୀୟ ସେନାର ପ୍ରଶଂସା କରିଥିଲେ ଅମିତ ଶାହ । ଅପରେସନ...
Read moreନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଶୀଘ୍ର ଇଂଲଣ୍ଡ ଗସ୍ତ କରିବାକୁ ପଡିବ। ଆଗାମୀ ଗସ୍ତ ପୂର୍ବରୁ ପ୍ରଶିକ୍ଷକ ଏବଂ ଚୟନକର୍ତ୍ତାମାନେ ଚିନ୍ତିତ। କାରଣ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଫର୍ମାଟକୁ ଅଲବିଦା କହିସାରିଛନ୍ତି। ଏହା ପରେ ଟେଷ୍ଟ ଫର୍ମାଟରେ...
Read moreଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର – “ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍’’ ସ୍ଥାପନ କରିବାର ଯୋଜନା ରଖିଛି ବୋଲି ବୁଧବାର ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ...
Read moreCopyright © 2023.