ଦେଶ ବିଦେଶ

୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭଗବତ

ଭାରତ ଏକ ହିନ୍ଦୁ ରାଷ୍ଟ୍ର, ନିଜର ସୁରକ୍ଷା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ: ମୋହନ ଭାଗବତ

ଭୁବନେଶ୍ଵର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭଗବତ । ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଟକ ଗତିରାଉତପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ...

Read more

ଅପରେସନ ସିନ୍ଦୂର ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ଅପରେସନ ସିନ୍ଦୂର ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: “ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା ବରଂ ଭାରତର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ଥିଲା” କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମେ ୧୧, ୨୦୨୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ବ୍ରହ୍ମୋସ ଇଣ୍ଟିଗ୍ରେସନ ଏଣ୍ଡ...

Read more

ଭାରତୀୟ ସେନାର ଡିଜିଏମଓ କିଏ, ଯାହାଙ୍କୁ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲା ପାକିସ୍ତାନ?

ଭାରତୀୟ ସେନାର ଡିଜିଏମଓ କିଏ, ଯାହାଙ୍କୁ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲା ପାକିସ୍ତାନ?

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଯୁଦ୍ଧବିରତି ଚୁକ୍ତିନାମା ପଛରେ ଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ ସେନାର ଡିଜିଏମଓ ଅର୍ଥାତ୍ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ। ପାକିସ୍ତାନୀ ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ଶନିବାର ଅପରାହ୍ନରେ ହଟ-ଲାଇନ୍‌ରେ ଜେନେରାଲ...

Read more

‘ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି’: ପାକିସ୍ତାନ ସହିତ ଯୁଦ୍ଧବିରତି ମଧ୍ୟରେ ଭାରତୀୟ ବାୟୁସେନାର ବଡ଼ ବୟାନ

କାହିଁକି ପ୍ରଧାନମନ୍ତ୍ରୀ ମୋଦି ଏହାର ନାମ ଦେଲେ ‘ଅପରେସନ୍ ସିନ୍ଦୂର’? ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଯୁଦ୍ଧବିରତି ପରେ ଭାରତୀୟ ବାୟୁସେନା (IAF) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ସେନା କହିଛି ଯେ, ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଆଇଏଏଫ୍ କହିଛି ଯେ, ଆମେ ଏହି ଅପରେସନର ଉଦ୍ଦେଶ୍ୟ ପୂରଣ କରିଛୁ ଏବଂ...

Read more

କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ବାହ୍ୟ ରାଷ୍ଟ୍ରର ମଧ୍ୟସ୍ଥତା ଦରକାର କରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା...

Read more

ଭାରତ ସହ ଫୋନରେ କଥା ହେଲା ଚୀନ୍: ଡୋଭାଲଙ୍କ ଯୁକ୍ତି, ଭାରତ ଚାହେନି ଯୁଦ୍ଧ

ଭାରତ ସହ ଫୋନରେ କଥା ହେଲା ଚୀନ୍: ଡୋଭାଲଙ୍କ ଯୁକ୍ତି, ଭାରତ ଚାହେନି ଯୁଦ୍ଧ

ନୂଆଦିଲ୍ଲୀ: ଭାରତ ସହ ଫୋନରେ କଥା ହେଲା ଚୀନ୍ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ କଥା ହୋଇଛନ୍ତି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି । ଟେଲିଫୋନ୍ ଯୋଗେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।...

Read more

ଏଥର ସଅଳ ଆସିବ ମୌସୁମୀ: ମେ’ ୨୭ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା

ଏଥର ସଅଳ ଆସିବ ମୌସୁମୀ: ମେ’ ୨୭ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ: ଚଳିତଥର ସହଳ ଆସିବ ମୌସୁମୀ । ପୂର୍ବବର୍ଷ ଅପେକ୍ଷା ଶୀଘ୍ର ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ୨୭ ମେରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି...

Read more

ସୁଧୁରୁନି ପାକିସ୍ତାନ : ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଆକ୍ରମଣ, ସେନାକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ

ସୁଧୁରୁନି ପାକିସ୍ତାନ : ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଆକ୍ରମଣ, ସେନାକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ

ନୂଆଦିଳ୍ଲୀ: ସୁଧୁରୁନି ପାକିସ୍ତାନ । ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଅସ୍ତ୍ର ବିରତିର ଉଲଂଘନ କରିଛି ପାକିସ୍ତାନ । ଜମ୍ମୁ କଶ୍ମୀର ର ଏକାଧିକ ସ୍ଥାନରେ କରିଛି ଗୁଳିଗୋଳା ବର୍ଷଣ । ଉଦ୍ଧାମପୁର ରେ ପାକର...

Read more

ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ!: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ, ପାକିସ୍ତାନରୁ ଆମଦାନୀ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ: ପାକିସ୍ତାନର ବିଫଳ ଆକ୍ରମଣ ପ୍ରୟାସ ମଧ୍ୟରେ ଭାରତ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇ କୁହାଯାଇଛି ଯେ, ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ...

Read more
Page 75 of 230 1 74 75 76 230

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.