ସମ୍ବଲପୁର: ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ଦର୍ଶନ କରିନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମା’ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିବା ସହ ଓଡ଼ିଶାବାସୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁରରେ ପହଞ୍ଚିବା ପରେ ବିଧାୟକ ଓ...
Read moreଭୁବନେଶ୍ୱର : ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି । ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ । ଆଜି ଇସ୍କନର ଅଦିନିଆ ରଥଯାତ୍ରା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ମହାରାଜା । ନୀତି...
Read moreରଣପୁର ୦୭/୦୯:(ଆପ୍ର): ରଣପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଶରତ ପରିଡା ଙ୍କ ଏକମାତ୍ର କନ୍ୟା ନିରୁପମା ପରିଡା ଭୁବନେଶ୍ୱର ପାତ୍ରପଡାରେ କେୟାର ଟେକର ଭାବେ କାର୍ଯ୍ୟ କରୁଥିଲା l ଗତ ଜାନୁୟାରୀ ମାସ ୨୪ତାରିଖରେ ସେ ନିଜଗାଁ ହରିପୁର କୁ...
Read moreରଣପୁର, ୦୬/୦୯ : ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ପାମ୍ପଡା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ...
Read moreବାଲେଶ୍ଵର (ଭିଓଭି),୫/୯ - ଆଜି ହରୀପ୍ରୀୟା ଇଂରାଜୀ ଭାଷା ବିଦ୍ୟାଳୟ ର କୁନି କୁନି ପିଲାମାନେ ପବିତ୍ର ଗୁରୁଦିବସ ପାଳନ କରିଛନ୍ତି । ସକାଳ ୭.୩୦ ମିନିଟ୍ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁପ କୁମାର ପରିଡା ସମଗ୍ର ଶିକ୍ଷକ...
Read moreବାଲେଶ୍ଵର (ଭିଓଭି); ୬/୯ -ଗୁରୁ ଶବ୍ଦଟି ଭାରି ବ୍ୟାପକ। ଦୁଇଟି ଅକ୍ଷରରେ ଥାଏ କୋଟି କୋଟି ଭାବାର୍ଥ। ତାଙ୍କର ତୁଳନା ନାହିଁ କି ବର୍ଣ୍ଣନା ନାହିଁ। ଗୁରୁ ପିଢ଼ି ପରେ ପିଢ଼ି ନୂଆ ପିଢ଼ି ତିଆରି କରନ୍ତି। ସେ ହିଁ ଜୀବନ୍ତ...
Read moreଭୁବନେଶ୍ଵର : ଆନ୍ଦୋଳନରୁ ନିବୃତ୍ତ ରୁହନ୍ତୁ । ଶିକ୍ଷକଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାର, ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି । ଆନ୍ଦୋଳନରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା...
Read moreଭୁବନେଶ୍ୱର : କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ ରହିଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ...
Read moreଭୁବନେଶ୍ବର : ପିଛା ଛାଡ଼ୁନି ଲଘୁଚାପ । ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ।...
Read moreଭୁବନେଶ୍ବର: ଆସନ୍ତା ୯ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କଣ ରହିବ ବିଜେଡିର ଆଭିମୁଖ୍ୟ । ଆଜି ସନ୍ଧ୍ୟାରେ ବସୁଛି ବ୍ରେଠକ ।ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ ଆଜି ସନ୍ଧ୍ୟାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟି–ପିଏସି ବୈଠକ ଅନୁଷ୍ଠିତ ହେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପିଏସି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବିଗତ ତିନିଟି ଉପ ରାଷ୍ଟ୍ରପତି ନିର୍ବାଚନ ଦେଖିଲେ, ସମର୍ଥନ ନେଇ ବିଜେଡିର କୌଣସି ଏକ ନିର୍ଦ୍ଦିଷ୍ଟ ଧାରା ନାହିଁ । ବିଜେଡି ଏନଡିଏ ଛାଡ଼ିବା ପରଠାରୁ ସମଦୂରତା ନୀତିରେ ରହିଛି । କୌଣସି ଏକ ନିର୍ଦ୍ଦିଷ୍ଟ ଧାରାରେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ କରି ନାହାନ୍ତି ବିଜେଡି ସାଂସଦ । ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିଥିଲା । ୨୦୧୭ରେ ଉପରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା । ଜାଣିରଖନ୍ତୁ ଯେ, ୨୦୧୨ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଥିଲା ବିଜେଡି । ଏହି ନିର୍ବାଚନରେ ଭୋଟ୍ ଦେଇ ନଥିଲା ବିଜେଡି । ଏଥର ବିଜେଡି କ‘ଣ କରିବ? ସଂସଦରେ ଏନଡିଏର ୪୨୨ ସାଂସଦଙ୍କ ସମର୍ଥନ ରହିଛି । ଇଣ୍ଡିଆ ମେଣ୍ଟ ହାତରେ ରହିଛି ୩୧୩ ଜଣଙ୍କ ସମର୍ଥନ । ତେଣୁ ଏନଡିଏ ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନଙ୍କ ବିଜୟ ସୁନିଶ୍ଚିତ । ତଥାପି ୭ ବିଜେଡି ସାଂସଦ କାହାକୁ ଭୋଟେ ଦେବେ, ତାର ରାଜନୈତିକ ଗୁରୁତ୍ବ ବହନ କରୁଛି ।
Read moreCopyright © 2023.