ସମସ୍ୟା

ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ : ଟାଣି ନେଉଥିଲା ସମୁଦ୍ର, ଉଦ୍ଧାର କଲେ ଲାଇଫଗାର୍ଡ ।  ପୁଣି ପୁରୀ ସମୁଦ୍ରରେ ଅଘଟଣ ।  ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ।  ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି...

Read more

ସମ୍ପୂର୍ଣ୍ଣ ହେଲା ଶ୍ରୀଗଣେଶଙ୍କର ଭସାଣି , ପାରମ୍ପରିକ ବାଦ୍ୟରେ ମେଲାଣି

ସମ୍ପୂର୍ଣ୍ଣ ହେଲା ଶ୍ରୀଗଣେଶଙ୍କର ଭସାଣି , ପାରମ୍ପରିକ ବାଦ୍ୟରେ ମେଲାଣି

ବାଲେଶ୍ଵର (ଭିଓଭି), ୧/୯ - ବାଲେଶ୍ଵର ଜିଲ୍ଲା ରେମୁଣା ଏନ୍ ଏ ସି ଅନ୍ତର୍ଗତ ୪ ନଂ ଓ୍ୱ।ର୍ଡ ର ଗୈାଡଦାଣ୍ଡ ଗ୍ରାମର କ୍ଲବ୍ ମେମ୍ବର ମାନଙ୍କ ଦ୍ବାରା ଆଜି ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି ଭସାଣି ଯାତ୍ରା । ଜିଲ୍ଲା...

Read more

ଲଘୁଚାପ ବର୍ଷାରେ କୃତ୍ରିମ ବନ୍ୟାର ସ୍ଥିତି

ଲଘୁଚାପ ବର୍ଷାରେ କୃତ୍ରିମ ବନ୍ୟାର ସ୍ଥିତି

ବାଲେଶ୍ଵର (ଭିଓଭି),୨/୯ - ଲଘୁଚାପ ର ପ୍ରଭାବରେ ଗତକାଲି ମଧ୍ୟରାତ୍ରିରୁ ଚାଲିଥିବା ପ୍ରବଳ ବର୍ଷା କାରଣ ରୁ ବାଲେଶ୍ଵରର ମୂଖ୍ୟ ଚିକିତ୍ସାଳୟ ପରିସର ରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଚିକିତ୍ସାଳୟ ର ପଛପଟେ ଏକ ବିଶାଳ ଗଛ ଆମ୍ବୁଲାନ୍ସ...

Read more

ସକ୍ରିୟ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ ; ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ସକ୍ରିୟ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ପ୍ରଭାବରେ ଆଜିଠୁ ୨୮ଟି ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

Read more

ପକ୍ଷୀ ମାଡ଼ ଯୋଗୁଁ ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ବର୍ତ୍ତିଗଲା ୨୭୨ ଯାତ୍ରୀଙ୍କ ଜୀବନ

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

ନାଗପୁର : ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ । ମଝି ଆକାଶରେ ବିମାନରେ ପକ୍ଷୀ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ । ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ...

Read more

ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର...

Read more

ଆଫଗାନିସ୍ତାନ ଭୂକମ୍ପ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମାନବୀୟ ସହାୟତା ପାଇଁ ଭାରତ ପ୍ରସ୍ତୁତ

ଆଫଗାନିସ୍ତାନ ଭୂକମ୍ପ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମାନବୀୟ ସହାୟତା ପାଇଁ ଭାରତ ପ୍ରସ୍ତୁତ

ଆଫଗାନିସ୍ତାନ : ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ । ପ୍ରକୃତିର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲାଣି । ଆଫଗାନିସ୍ତାନରେ ହୋଇଥିବା ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ...

Read more

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ।  ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।  ମୋହନ ଚରଣ ମାଝୀଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା...

Read more

OSSSC ଅକ୍ଟୋବର ୮ ରୁ ଅମିନ, ଆରଆଇ,ଏଆରଆଇ ପରୀକ୍ଷାର ପୁନଃ ପରିଚାଳନା କରିବ

OSSSC ଅକ୍ଟୋବର ୮ ରୁ ଅମିନ, ଆରଆଇ,ଏଆରଆଇ ପରୀକ୍ଷାର ପୁନଃ ପରିଚାଳନା କରିବ

ଭୁବନେଶ୍ୱର: ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ସୋମବାର ଦିନ ମିଳିତ ନିଯୁକ୍ତି ପରୀକ୍ଷା-2023 (IV) ଅନ୍ତର୍ଗତ ବିଭିନ୍ନ ପଦବୀ ପାଇଁ ପ୍ରାରମ୍ଭିକ ପରୀକ୍ଷା ପୁନଃ ଆୟୋଜନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ, ରାଜସ୍ୱ ପରିଦର୍ଶକ...

Read more

SCO ସମ୍ମିଳନୀରେ ଆତଙ୍କବାଦ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ଚାଲିଛି ମୋଦି-ପୁଟିନ ଆଲୋଚନା

SCO ସମ୍ମିଳନୀରେ ଆତଙ୍କବାଦ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ଚାଲିଛି ମୋଦି-ପୁଟିନ ଆଲୋଚନା

ଚୀନ: ଚୀନ ତିଆନଜିନରେ ମହାଶକ୍ତିଙ୍କ ମହାବୈଠକ । ସାଙ୍ଘାଇ କୋପରେସନ ଅର୍ଗାନାଇଜେସନର ସଦସ୍ୟ ରାଷ୍ଟ୍ର ନେତା ଉପସ୍ଥିତ ରହିଛନ୍ତି । ବୈଠକ ସ୍ଥଳକୁ ଏକସାଙ୍ଗରେ ନଜର ଆସିଛନ୍ତି ମୋଦି, ପୁଟିନ ଓ ଜିନପିଙ୍ଗ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି...

Read more
Page 112 of 429 1 111 112 113 429

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.