ପାକିସ୍ତାନ : ପାକିସ୍ତାନରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗିଲଗିଟ୍-ବାଲ୍ଟିସ୍ତାନରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା । ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗିଲଗିଟ-ବାଲ୍ଟିସ୍ତାନ ସରକାରଙ୍କ ମୁଖପାତ୍ର ଫୈଜଉଲ୍ଲା...
Read moreଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରଭାବରେ ଆଜିଠୁ ରାଜ୍ୟରେ ବଡ଼ ବର୍ଷା ଆକଳନ କରାଯାଇଛି। ଦକ୍ଷିଣ ଓଡ଼ିଶାର...
Read moreଭୁବନେଶ୍ୱର : ରାଜଧାନୀର ଉପକଣ୍ଠରେ ଥିବା ମାଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ୮୦୦ଏକର ଜମିରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ। ଏହା ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ...
Read moreଭୁବନେଶ୍ୱର : ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ...
Read moreବାଲେଶ୍ଵର (ଭିଓଭି), ୩୧/୮ - ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଇସ୍କନ ପକ୍ଷରୁ ପାଳିତ ହୋଇଯାଇଛି ପବିତ୍ର ରାଧାଷ୍ଟମୀ ମହୋତ୍ସବ । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହ ଶହ ଭକ୍ତ ଉପସ୍ଥିତ ହୋଇ ଆଳତୀ , ଭଜନ ଏବଂ ହରିରାମ...
Read moreରଣପୁର ୩୧/୦୮: ରଣପୁର ଏନଏସି ସ୍ଥିତ ମଣିନାଗ ଗେଟ ନିକଟରୁ ଶନିବାର ବିଳମ୍ବିତ ରାତ୍ରିରେ ରଣପୁର ପୋଲିସ ପେଟ୍ରୋଲିଙ୍ଗ ବେଳେ ଜଣେ ଯୁବକଙ୍କୁ ଚଢ଼ାଉ କରି ପକେଟରୁ ୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସହ ତାକୁ ଗିରଫ କରିଥିବାବେଳେ ରବିବାର...
Read moreରଣପୁର ୩୧/୦୮: ରଣପୁର ଏନଏସି ତରଫରୁ କାର୍ଯ୍ୟାଳୟ ପରିସରମଧ୍ୟରେ ସ୍ୱାୟତା ଶାସନ ଦିବସ ସମାରୋହ-୨୦୨୫ପାଳିତ ହୋଇଯାଇଛି l କିଛିଦିନ ଧରି ଏହିଦିବସ ପାଇଁ ବିଭିର୍ଣ୍ଣ ପ୍ରତିଯୋଗିତା ମାନ ହୋଇ ଥିବାବେଳେ ରବିବାର କାର୍ଯ୍ୟଳୟ ପରିସରରେ ସମାରୋହ ଅନୁଷ୍ଠିତ ହୋଇଯାଇଛି l ପ୍ରଭାତରେ...
Read moreରଣପୁର, ୨୯/୦୮ : ରଣପୁର ସ୍ପୋର୍ଟ୍ସ ଆସୋସିଏସନ୍ ତରଫରୁ ବିଭିନ୍ନ କ୍ରୀଡାକୁ ନେଇ ଜାତୀୟ କ୍ରୀଡା ଦିବସ ଧୂମଧାମରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ମୁଖ୍ୟ ବକ୍ତା ଭାବେ ଅବସର...
Read moreଭୁବନେଶ୍ୱର: ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ । ତାଙ୍କୁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ସେ ଅନେକ ଦିନରୁ...
Read moreଭୁବନେଶ୍ୱର: ଆମ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଟିକେଟ୍ । ହ୍ବାଟ୍ସଆପର ବହୁଳ ବ୍ୟବହାରକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ‘ଆମ ବସ୍’ ପାଇଁ ହ୍ବାଟ୍ସଆପରେ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯିବ ବୋଲି...
Read moreCopyright © 2023.