ସମସ୍ୟା

ସୁନେତ୍ରା ପାୱାର ହେବେ ନୂଆ ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

ସୁନେତ୍ରା ପାୱାର ହେବେ ନୂଆ ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

ମହାରାଷ୍ଟ୍ର : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ଆଜି ସନ୍ଧ୍ୟା ୫ଟାରେ ମୁମ୍ବାଇର ରାଜଭବନଠାରେ ଶପଥ ନେବେ ସୁନେତ୍ରା ପାୱାର। ମହାରାଷ୍ଟ୍ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାର ଶପଥ...

Read more

ଆଜିଠୁ ଯୋରନ୍ଦା ମାଘମେଳା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ

ଆଜିଠୁ ଯୋରନ୍ଦା ମାଘମେଳା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ

ଢେଙ୍କାନାଳ : ଆଜିଠୁ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଚଳଚଞ୍ଚଳ ମହିମା ଗାଦି ପୀଠ । ଜମିଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ଦୂରଦୂରାନ୍ତରୁ ସନ୍ନ୍ୟାସୀମାନେ ଦୀର୍ଘ ୧ ମାସ ହେଲା ଚାଲି ଚାଲି ଆସି ମହିମାଗାଦିରେ ପହଞ୍ଚିଛନ୍ତି । ମହିମା...

Read more

ରାଜଧାନୀରେ ପୁଣି ବୁଲିଲା ମାରଣାସ୍ତ୍ର, ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା

ରାଜଧାନୀରେ ପୁଣି ବୁଲିଲା ମାରଣାସ୍ତ୍ର, ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା

ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ମାରଣାସ୍ତ୍ର । ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।  ଆଜି ଭୋରରୁ ଖଣ୍ଡଗିରି ଯାତ୍ରା ଦେଖି ଫେରିବା ପରେ ଆକ୍ରମଣ ହୋଇଛି ।   ଆହତ ଯୁବକ ହେଲେ ପାତ୍ରପଡା ଅଞ୍ଚଳର ଚିଣ୍ଟୁ ।  ପୂର୍ବ...

Read more

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

ଭୁବନେଶ୍ଵର: ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ ୮ ତାରିଖ ଯାଏଁ ଏହି ବଜେଟ ଅଧିବେଶନ ଚାଲିବ। ତେବେ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବୃଆରୀ ୨୦ ତାରିଖରେ ଆର୍ଥିକ ବର୍ଷ...

Read more

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀଙ୍କ ୭୮ ତମ ସହିଦ୍ ଦିବସ ପାଳିତ

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀଙ୍କ ୭୮ ତମ ସହିଦ୍ ଦିବସ ପାଳିତ

ରଣପୁର,୩୦/୧: ଆଜି ଜାନୁୟାରୀ ୩୦ ତାରିଖ ଗାନ୍ଧିଜୀ ଙ୍କ ୭୮ତମ ସହିଦ୍ ଦିବସ ସିପିଆଇ (ଏମ୍) ତରଫରୁ ରଣପୁର ସ୍ଥିତ ସହିଦ୍ ରଘୁଦିବାକର ଭବନ ଠାରେ ପାଳିତ ହୋଇଯାଇଛି। ପ୍ରଥମେ ରଣପୁର କୋର୍ଟ ପରିସର ରେ ଥିବା ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି...

Read more

ରାଜ୍ୟରେ ବ୍ୟାନ ହେବନି ପାନ ମସଲା, ନିର୍ଦ୍ଦେଶନାମା ଜାରି କଲେ ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ବ୍ୟାନ ହେବନି ପାନ ମସଲା, ନିର୍ଦ୍ଦେଶନାମା ଜାରି କଲେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ବ୍ୟାନ ହେବନି ପାନ ମସଲା । ଟବାକୋ କିମ୍ବା ନିକୋଟିନ୍ ନଥିବା ପାନ ମସଲାକୁ ବ୍ୟାନ କରାଯିବନାହିଁ । ଏନେଇ ନିର୍ଦ୍ଦେଶନାମା ଜାରି କଲେ ସ୍ୱାସ୍ଥ୍ୟ ବିଭାଗ । ପୂର୍ବରୁ ପାନ ମସଲା ଓ ଗୁଟଖା ଉପରେ ନିଷେଧାଦେଶ ଲଗାଇଛନ୍ତି...

Read more

ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ନିମ୍ନ ଅଦାଲତରେ ମାମଲା ଚାଲିବ: ହାଇକୋର୍ଟ

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା; ରାୟ ଶୁଣାଇଲେ କଟକ ଜେଏମ୍‌ଏଫ୍‌ସି କୋର୍ଟ,ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ

କଟକ : ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ । ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ । ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲା ନିମ୍ନ ଅଦାଲତରେ ଚାଲିବ । ମାମଲାକୁ ବନ୍ଦ କରିବା...

Read more

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୭୫ ବ୍ୟାଚ୍‌ର ବନ୍ଧୁମିଳନ

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୭୫ ବ୍ୟାଚ୍‌ର ବନ୍ଧୁମିଳନ

ଗତ ତା ୨୫.୦୧.୨୦ ୨୬ ରିଖ,ରବିବାର ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ୧୯୭୫ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁଳିଳନ ଅତ୍ୟନ୍ତ ଆନନ୍ଦ ଉତ୍ସାହ ଓ ଭାବପ୍ରବଣ ପରିବେଶରେ ପାଳିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ଅରୁଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ...

Read more

ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ବୈଦିକ ଯଜ୍ଞ ଅନୁଷ୍ଠିତ

ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ବୈଦିକ ଯଜ୍ଞ ଅନୁଷ୍ଠିତ

କଟକ, ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ନୂଆବଜାର ଗାନ୍ଧିପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ,...

Read more

ବର୍ଷା-ତୁଷାରପାତ ଯୋଗୁଁ ବେହାଲ୍ ହିମାଚଳ, ଜାତୀୟ ରାଜପଥ ଠାରୁ ଆରମ୍ଭ କରି ୮୮୫ ରାସ୍ତା ବନ୍ଦ

ବର୍ଷା-ତୁଷାରପାତ ଯୋଗୁଁ ବେହାଲ୍ ହିମାଚଳ, ଜାତୀୟ ରାଜପଥ ଠାରୁ ଆରମ୍ଭ କରି ୮୮୫ ରାସ୍ତା ବନ୍ଦ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଏବଂ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଷ୍ଟେଟ ଏମରଜେନ୍ସୀ ଅପରେସନ ସେଣ୍ଟର ମୁତାବକ, ହିମାଚଳରେ ତୁଷାରପାତ ଯୋଗୁଁ ରାସ୍ତା, ବିଜୁଳି ଏବଂ ପାଣି ସମସ୍ୟା ଦେଖାଦେଇଛି । ଲଗାତାର ତୁଷାରବପାତ...

Read more
Page 32 of 426 1 31 32 33 426

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.