ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ୨୦୨୪ ମେ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭାରତୀୟ ବାୟୁସେନାର ଏସ୍ୟୁ – ୩୦ ଏମକେ -୧ ପ୍ଲାଟଫର୍ମରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ -୨ର ସଫଳ ପରୀକ୍ଷଣ...
Read moreଭୁବନେଶ୍ୱର: ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ । ଆସନ୍ତା ୧ ତାରିଖ ଦିନ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆସନ୍ତାକାଲି ଶେଷ ହେବାକୁ ଯାଉଛି ପ୍ରଚାର । ତେବେ ଆଜି ବାଲେଶ୍ୱରରେ କଂଗ୍ରେସ...
Read moreଭୁବନେଶ୍ବର: ଖୋର୍ଦ୍ଧା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଜେଲରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଓକିଲଙ୍କ ଆବେଦନ ପରେ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ମେଡିକାଲର...
Read moreଭୁବନେଶ୍ବର: ଆଜି ଭାରତୀୟ ନିର୍ବାଚନ କମିସନଙ୍କ ଦ୍ଵାରା ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗରେ ଆଇପିଏସ୍ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧୀରେନ୍ଦ୍ର ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଥିଲେ। ଏନେଇ ସିଇଓଙ୍କୁ ଭାରତୀୟ...
Read moreନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ଅମିତ ଶାହା କହିଛନ୍ତି ଯେ, ବର୍ତ୍ତମାନର ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗଣତି ଦିନ ଅର୍ଥାତ୍ ଜୁନ୍ ୪ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ କୁହାଯିବା...
Read moreଭୁବନେଶ୍ୱର: ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । ସେ କହିଛନ୍ତି , ‘ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି ବିଜେପି । ବିଜେପିର ମାନିଫେଷ୍ଟୋକୁ ନେଇ ଲୋକମାନେ ବୁଝି ସାରିଛନ୍ତି । ତେଣୁ...
Read moreଭୁବନେଶ୍ବର (ଭିଓଭି): ବୁଥ ଭିତରେ ଇଭିଏମ ଭାଙ୍ଗିବା ଅଭିଯୋଗ ଘଟଣାରେ ସିସିଟିଭି ଚିତ୍ର ସାମ୍ନାକୁ ଆସିଛି।ଏଥିରେ ବୁଥ ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦେଖିବାକୁ ମିଳୁଛି। ସେହିପରି ଲୋକସଭା ପାଇଁ ଉଦ୍ଧିଷ୍ଠ ମତଦାନ ବଖରାକୁ ଯାଇ ଫେରିଆସି ବିଧାନସଭା ପାଇଁ ଥିବା କ୍ୟାବିନେଟକୁ...
Read moreଭୁବନେଶ୍ବର (ଭିଓଭି): +୨ ପରୀକ୍ଷା ବିଜ୍ଞାନ ବିଭାଗରେ ବାଲିପାଟଣା ଏବଂ ବାଲିଅନ୍ତା ବ୍ଳକରେ ଟପ୍ପର ହୋଇଥିବା ସ୍ବୟଂପ୍ରଜ୍ଞା ସାହୁଙ୍କୁ ଶିଶୁ ଅନନ୍ତ ପ୍ରେସ କ୍ଳବ ପକ୍ଷରୁ ଉତ୍ତରୀୟ ଏବଂ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ +୨...
Read moreଭୁବନେଶ୍ୱର: ଏ ନିର୍ବାଚନ ହେଉଛି ଓଡ଼ିଆ ଅସ୍ମିତା, ଭାଷା, କଳା ଓ ସ୍ୱାଭିମାନ ପାଇଁ ଲଢ଼େଇ। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ। ମାତ୍ର ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବେ ନାହିଁ। ତେଣୁ ୪ ଜୁନ୍ରେ ରେଜଲ୍ଟ ଆସିବା ପରେ...
Read moreଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମହିଳା ପୁଲିସ୍ କର୍ମଚାରୀଙ୍କୁ ଧରି ଗାଡ଼ିଟି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧...
Read moreCopyright © 2023.