ସମସ୍ୟା

ଭଦ୍ରକରେ ବିଜେଡିକୁ ବଡ଼ ଝଟକା, ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

ଭଦ୍ରକରେ ବିଜେଡିକୁ ବଡ଼ ଝଟକା, ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

ବିଜୁ ଜନତା ଦଳ (ବିଜେଡି)କୁ ଭଦ୍ରକ ଜିଲ୍ଲାରେ ଆଜି ବଡ଼ ଝଟକା ଲାଗିଛି । ଦଳର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ...

Read more

ସମ୍ଭାବ୍ୟ ତୈଳ ସଂକଟ ଓ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗୋଟିଏ ନୋଜଲରୁ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା

ଡିଜେଲ ଦର ୨ ଟଙ୍କା ବୃଦ୍ଧି କଲେ ସରକାର, ବଢିବ ଅତ୍ୟାବଶ୍ୟକ ସାମଗ୍ରୀ ଦର

ଆଗକୁ ସମ୍ଭାବ୍ୟ ତୈଳ ସଂକଟ ଓ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ପେଟ୍ରୋଲ ପମ୍ପରେ ମନ ଇଚ୍ଛା ତେଲ ବିକ୍ରି ହୋଇପାରିବ ନାହିଁ । ଥରକେ ଗୋଟିଏ ନୋଜଲରୁ ୫୦ ଲିଟରରୁ ଅଧିକ...

Read more

ପଶ୍ଚିମବଙ୍ଗରେ ବିପୁଳ ମତଦାନକୁ ନେଇ ବଡ଼ ଦାବି କଲେ ପିଏମ ମୋଦୀ

ଆସନ୍ତା ୨୭ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବିଶାଳ ଯୁବ ସମାବେଶରେ ଦେବେ ଯୋଗ

କୋଲକାତା: ପଶ୍ଚିମବଙ୍ଗରେ ଅଜସ୍ର ମତଦାନ ହୋଇଛି । ରେକର୍ଡ ମତଦାନ ପରେ, ବିଜେପି ଶିବିରରେ ଖୁସିର ପରିବେଶ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ...

Read more

ଏପ୍ରିଲ ୨୭ ରୁ ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଏପ୍ରିଲ ୨୭ ତାରିଖ ସୁଦ୍ଧା ସବୁ ସ୍କୁଲରେ ପୋଷାକ ବଣ୍ଟନ ହେବ: ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ଏପ୍ରିଲ ୨୭ ରୁ ଖରାଛୁଟି ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ  ।  ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି...

Read more

ଏଣିକି ଆପାର୍ଟମେଣ୍ଟ କିଣିଲେ ଆଉ ଡବଲ ଟିକସ ଦେବାକୁ ପଡ଼ିବ ନାହିଁ : ରାଜସ୍ବ ମନ୍ତ୍ରୀ

ଓଡ଼ିଶାରେ କେହି ରହିବେନି ବାସହୀନ

ଭୁବନେଶ୍ୱର : ଏଣିକି ଆପାର୍ଟମେଣ୍ଟ କିଣିଲେ ଆଉ ଡବଲ ଟିକସ ଦେବାକୁ ପଡ଼ିବ ନାହିଁ ।  ଘର ଖଣ୍ଡେ କିଣିଲେ ଡବଲ ଟିକସରୁ ମୁକ୍ତି ମିଳିବ ।  ଗତକାଲି ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ବଡ଼ ନିଷ୍ପତ୍ତି ପରେ ଏହି ସୂଚନା ଦେଇଛନ୍ତି...

Read more

ନିଯୁକ୍ତି ମେଳାରେ ୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ନିଯୁକ୍ତି ମେଳାରେ ୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅଭିଯାନ କ୍ରମରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ୭ଟି ବିଭାଗର ୪,୬୨୩ ଜଣ ଯୋଗ୍ୟ...

Read more

ଜୋତା-ସାର୍ଟକୁ ନେଇ ଭିସୁଟ ପ୍ରଥମ ବର୍ଷର ଦୁଇ ଛାତ୍ରଙ୍କୁ ରାଗିଂ, ଆର୍ଥିକ ଦଣ୍ଡ ଦେବାକୁ ନିଷ୍ପତ୍ତି

ଜୋତା-ସାର୍ଟକୁ ନେଇ ଭିସୁଟ ପ୍ରଥମ ବର୍ଷର ଦୁଇ ଛାତ୍ରଙ୍କୁ ରାଗିଂ, ଆର୍ଥିକ ଦଣ୍ଡ ଦେବାକୁ ନିଷ୍ପତ୍ତି

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ । ମେକାନିକାଲ୍ ବିଭାଗର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗରେ ୪ ଛାତ୍ର ଦୋଷୀ । ବୁର୍ଲାର ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (VSSUT)ର ଚାରି ଜଣ...

Read more

ପଶ୍ଚିମବଙ୍ଗର 152, ତାମିଲନାଡୁରେ 234 ଆସନ ପାଇଁ ମତଦାନ, ନେତା ବାଛୁଛନ୍ତି ଜନତା

ପଶ୍ଚିମବଙ୍ଗର 152, ତାମିଲନାଡୁରେ 234 ଆସନ ପାଇଁ ମତଦାନ, ନେତା ବାଛୁଛନ୍ତି ଜନତା

ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ 152ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ତାମିଲନାଡୁର 234 ଆସନ ପାଇଁ ମତଦାନ ହେଉଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ସୁରକ୍ଷା...

Read more

ଆଜି ଭାରତ ବନ୍ଦ ଡାକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ଏସସିଏସଟି ଓବିସି ମୁକ୍ତିମୋର୍ଚ୍ଚା

ଆଜି ଭାରତ ବନ୍ଦ ଡାକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ଏସସିଏସଟି ଓବିସି ମୁକ୍ତିମୋର୍ଚ୍ଚା

ଆଜି ଭାରତ ବନ୍ଦ । ବିଭିନ୍ନ ଦାବି ନେଇ ଭାରତ ମୁକ୍ତି ମୋର୍ଚ୍ଚା ଏବଂ ଏସସିଏସଟି ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରା ବଲାଙ୍ଗିର ସହରରେ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ପଛୁଆ...

Read more

୬ ମାସ ଭିତରେ ଲାଗୁ ହେବ ସିଟି ଗ୍ୟାସ୍ ବିତରଣ ନୀତି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

୬ ମାସ ଭିତରେ ଲାଗୁ ହେବ ସିଟି ଗ୍ୟାସ୍ ବିତରଣ ନୀତି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି । ଏ ନେଇଁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି କାଲି କ୍ୟାବିନେଟ ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷ୍ୟ...

Read more
Page 53 of 495 1 52 53 54 495

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.