• About Us
  • Contact Us
Wednesday, February 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

by Voice of Victims
February 18, 2025
in ମୁଖ୍ୟ ଖବର, ରାଜ୍ୟ
ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

କଟକ(ଭିଓଭି): ପତଞଳି ଯୋଗପୀଠ ଆନୁକୁଲ୍ୟରେ ମହାନଦୀ ବିହାର ପ୍ରତୀକ୍ଷା ଯୋଗ କେନ୍ଦ୍ର ଠାରେ ବରିଷ୍ଠ ଯୋଗ ପ୍ରଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ବିଶତ ଜନ୍ମବାର୍ଷିକୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମୂହିକ ବୈଦିକ ଯଜ୍ଞ ଅନୁଷ୍ଠିତ ହେବା ସହ ଗୀତା ପାଠ, ଭାଗବତ, ଜଗନ୍ନାଥ ଅଷ୍ଟକମ୍ ଓ ହନୁମାନ ଚାଳିଶା ପାଠ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୟଶ୍ରୀ ମହାନ୍ତି, ଗୀତାଞ୍ଜଳି ଶତପଥୀ, ମୀରା ରାୟ, ସ୍ମୃତି ସ୍ନିଗ୍ଧା ମହାପାତ୍ର, ପ୍ରମିତା ମଙ୍ଗରାଜ, ଅମୂଲ୍ୟ ମହାନ୍ତି, ଅଚ୍ୟୁତ ନାୟକ, ପୂର୍ଣ୍ଣ ଚନ୍ଦ୍ର ବେହେରା, ରଶ୍ମିତା ଦଳାଇ, ପ୍ରଭାସିନୀ ନାୟକ ଅନାମିକା ହୋତା, ନିରୂପମା ମହାନ୍ତି, ଚିନ୍ମୟ ସେନାପତି, ସୁଧାଂଶୁ ମହାନ୍ତି, ଶାନ୍ତିଲତା ସିଂ, ବିଦୁଲତା ସାମଲ, ସୁଜାତା ସାମନ୍ତରାୟ, ଅପର୍ଣ୍ଣା ଶତପଥୀ ଓ ପ୍ରମିଳା ବସ୍ତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମାଜସେବୀ କିଷନଲାଲ ଭରତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 62
Share198Tweet124Send
Voice of Victims

Voice of Victims

Recent Posts

  • ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ
  • କାଳବୈଶାଖୀ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି କ୍ୟାସ୍
  • ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ
  • ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In