ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମହିସରା ଗ୍ରାମପଞ୍ଚାୟତର କୁରିକଣା ଗ୍ରାମ ଛକ ନିକଟରେ ହାଇୱା ଧକ୍କା ଦେବା ଦ୍ବାରା କଲେଜ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଘଟିଥିବା ଛାତ୍ରଟି ରମ୍ପେଇ ଗ୍ରାମର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ଲୋକ ମାନେ ଉତ୍ୟକ୍ତ ହୋଇ ସଙ୍ଗେ ସଙ୍ଗେ ହାଇୱା ଟିକୁ ଜାଳି ଦେଇଥିଲେ । କିନ୍ତୁ ପୁଣି କିଛି ସମୟ ପରେ ଆଉ ଦୁଇଟି ହାଇୱା କୁ ମଧ୍ୟ ଜାଳି ଦେଇଛନ୍ତି ।
ଏପରି ଅଭାବନୀୟ ଘଟଣା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ହେବା ସହ ଆଇନ ସୁରକ୍ଷା କଟକଣା ଜାରି ରହିଛି ।
