• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେଡି ସାଂସଦଙ୍କ ବିସ୍ପୋରକ ସୂଚନା: କହିଲେ ଖୁବ ଶିଘ୍ର ନବୀନ ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ସହ ଗଢିବୁ ସରକାର

by Voice of Victims
September 21, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେଡି ସାଂସଦଙ୍କ ବିସ୍ପୋରକ ସୂଚନା: କହିଲେ ଖୁବ ଶିଘ୍ର ନବୀନ ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ସହ ଗଢିବୁ ସରକାର

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସମାନ୍ତରାୟଙ୍କ ଏକ ବିପ୍ସୋରକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ସେ ଯାହା କହିଛନ୍ତି ତାହା ବର୍ତ୍ତମାନ ରାଜ୍ୟରେ ଏକ ମୁଖ୍ୟ ପ୍ରସଂଗ ପାଲଟିଛି। ଆଜି କୁଜଙ୍ଗର ଏକ କାର୍ଯ୍ୟକ୍ରମରେ ଖୋଲା ସଭାରେ ସେ ଏହି ତଥ୍ୟ ସାଧାରଣରେ ପ୍ରକାଶ କରିଛନ୍ତି। ଯାହା ରାଜନୈତିକ ସମୀକ୍ଷକଙ୍କୁ ହତବାକ କରିଦେଇଛି। ସେହି ସଭାରେ ଦେବାଶିଷ ଭାଷଣ ଦେବା ବେଳେ କହିଥିଲେ ଯେ, ଆମେ ଖୁବ ଶିଘ୍ର ସରକାର ଗଠନକରିବୁ। କଂଗ୍ରେସ ସହିତ ହାତ ମିଳାଇ ଓଡିଶାର ସରକାର ଗଠନକରିବୁ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବାଶୀଷ କହିଥିଲେ। ସେ ଏହି କଥା ଖୋଦ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ବୋଲି ଦେବାଶୀଷ କହିଛନ୍ତି। ଦେବାଶୀଷଙ୍କ ହିସାବରେ ବର୍ତ୍ତମାନ ନିର୍ବାଚନରେ ଅନିୟମିତତା ଦର୍ଶାଇ ସାତଟି ମାମଲା ହାଇକୋର୍ଟରେ ଋଜୁ ହୋଇଛି। ଖୁବ ଶିଘ୍ର ସେହି ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ହେବ। ସେହି ଉପନିର୍ବାଚନରେ ନବୀନ ପଟ୍ଟନାୟକ ହାତ ହଲାଇ ଆସିଲେ ତାହା ବିଜେଡିର ହେବ। ଏହାପରେ କଂଗ୍ରେସ ସହିତ ସାମିିଲ ହୋଇ ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ ବୋଲି ଦେବାଶିଷ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ ନବୀନ ପଟ୍ଟନାୟକଙ୍କୁ କହିଛି, ଆପଣ ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ। କେବଳ ସେହି ନିର୍ବାଚନ ମଣ୍ଡଳିରେ ଥରେଥରେ ପ୍ରଚାରକୁ ଗଲେ ଯଥେଷ୍ଠ ହେବ। ବାସ ଏହାପରେ ବିଜେଡି ହାତରେ ସେହି ସାତଟି ନିର୍ବାଚନ ମଣ୍ଡଳି ଆସିଯିବ। ଏହାପରେ କଂଗ୍ରେସ ସହିତ ମିଶି ସରକାର ଗଠନ କରିବା ବୋଲି ଦେବାଶିଷ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଜାରୀ ରହିଛି।

Post Views: 26
Tags: Conflicting information of BJM MP: He said Naveen will be the Chief Minister very soon
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In