• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କାଉଣ୍ଟ ସିଜର ମେଟ୍ଟୀଙ୍କ ୨୧୫ତମ ଜୟନ୍ତୀ ପାଳିତ

by Voice of Victims
January 11, 2024
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
କାଉଣ୍ଟ ସିଜର ମେଟ୍ଟୀଙ୍କ ୨୧୫ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର :- ଇଲେକ୍ଟ୍ରୋ ହୋମିଓପାଥିକର ଜନକ ଡାକ୍ତର କାଉଣ୍ଟ୍‌ ମେଟ୍ଟୀଙ୍କ ୨୧୫ତମ ଜୟନ୍ତୀ ରାଜ୍ୟ ଇଲେକ୍ଟ୍ରୋ ହୋମିଓପାଥିକ ସଂଘର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଡାକ୍ତର ପର୍ଶୁରାମ ଖଟୁଆଙ୍କ ଆଚାର୍ଯ୍ୟ ବିହାର ସ୍ଥିତ କ୍ଲିନିକରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ଉପଦେଷ୍ଟା ଡାକ୍ତର ଅଜୟ କୁମାର ପତି ବର୍ତ୍ତମାନ ସମୟରେ ଇଲେକ୍ଟ୍ରୋ ହୋମିଓପାଥିର ସ୍ଥିତି ବିଷୟରେ ନିଜର ଅଭିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ସୂର୍ଯ୍ୟ ନାରାୟଣ ମହାନ୍ତି, ଡାକ୍ତର ରଣଜିତ୍ ପଟ୍ଟନାୟକ, ଡାକ୍ତର ଅଜିତ କୁମାର ବାରିକ, ଡାକ୍ତର ସୁଶୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡାକ୍ତର ସୁନିତା ମହନ୍ତ ପରିଚାଳନା କରିଥିଲେ।

Post Views: 92
Share213Tweet133Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In