• About Us
  • Contact Us
Tuesday, March 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାପାଙ୍କ ଅସ୍ଥି ବିସର୍ଜନ କଲେ, ଲଣ୍ଡା ହେଲେ ବାବୁସାନ୍

by Voice of Victims
June 1, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବାପାଙ୍କ ଅସ୍ଥି ବିସର୍ଜନ କଲେ, ଲଣ୍ଡା ହେଲେ ବାବୁସାନ୍

ଭୁବନେଶ୍ବର: ଯେତେବେଳେ ବାପା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା ସେତେବେଳେ ପୁତ୍ର ବାବୁଶାନ ଲଣ୍ଡା ହୋଇ ନ ଥିଲେ। ହେଲେ ଆଜି ସେ ଲଣ୍ଡା ହୋଇ ପିତୃକର୍ମ କରିଛନ୍ତି। ଉତ୍ତମ ମହାନ୍ତି ଫେବୃଆରୀ ୨୭ ତାରିଖରେ ନୂଆଦିଲ୍ଲୀରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଗମନ କଲେ। ତାଙ୍କ ଦଶାହ ବେଳକୁ ପୁତ୍ର ବାବୁଶାନ ଲଣ୍ଡା ହେବା କଥା ହେଲେ ଚଳଚିତ୍ର ସୁଟିଂ ଚାଲିଥିବାରୁ ସେ ଲଣ୍ଡା ହୋଇପାରିଲେ ନାହିଁ।

ତେବେ ଆଜି ସପରିବାର ବାବୁଶାନ ପୁରୀ ଯାଇ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରିବା ସହିତ ମୁଣ୍ଡନ ହୋଇଛନ୍ତି। ଏଥିସହିତ ସେ ମହୋଦଧିରେ ଶ୍ରାଦ୍ଧ ମଧ୍ୟ ଦେଇଛନ୍ତି। ଏହି ସମୟରେ ତାଙ୍କର ମାଆ ଅପରାଜିତା ମହାନ୍ତି, ପତ୍ନୀ ତୃପ୍ତୀ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ସେ ପ୍ରୟାଗରାଜରେ ମଧ୍ୟ ବାପାଙ୍କ ଅସ୍ଥି ବିସର୍ଜ୍ଜନ କରିଛନ୍ତି।

ଏହାକୁ ନେଇ ବାବୁଶାନ କହିଛନ୍ତି ଯେ, ଆଜି ବାପାଙ୍କର ସମସ୍ତ କାର୍ଯ୍ୟ ଶେଷ ହେଲା। ସେ ଆମକୁ ଆର୍ଶିବାଦ କରନ୍ତୁ। ତେବେ ତାଙ୍କର ପରଲୋକର ଏକ ବର୍ଷ ହୋଇ ନ ଥିବାରୁ ନିୟମ ଅନୁସାରେ ମୁଁ ଶ୍ରୀମନ୍ଦିର ଭିତରକୁ ଯାଇପାରୁ ନାହିଁ। ପୂର୍ବରୁ ସିନେମା କାମ ଶେଷ ହୋଇ ନ ଥିବାରୁ ଏଥିରେ ବିଳମ୍ବ ହେଲା। ବର୍ତ୍ତମାନ ଚଳଚିତ୍ର ସୁଟିଂ ଶେଷ ହୋଇ ଥିବାରୁ ଆଜି ବାପାଙ୍କ ବାକି ଥିବା କାମ ଶେଷ କଲି ବୋଲି ବାବୁଶାନ କହିଛନ୍ତି।

Post Views: 281
Share198Tweet124Send
Voice of Victims

Voice of Victims

Recent Posts

  • ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼
  • ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ
  • ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ
  • ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ! ବୈଠକରେ ନିଷ୍ପତ୍ତି
  • ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In