• About Us
  • Contact Us
Thursday, February 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭାଙ୍ଗିଲା ଓଡିଶା ବିଧାନସଭା, ରାଜ୍ୟ କ୍ୟାବିନେଟ ସୁପାରିଶକୁ ଗ୍ରହଣ କଲେ ରାଜ୍ୟପାଳ

by Voice of Victims
June 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭାଙ୍ଗିଲା ଓଡିଶା ବିଧାନସଭା, ରାଜ୍ୟ କ୍ୟାବିନେଟ ସୁପାରିଶକୁ ଗ୍ରହଣ କଲେ ରାଜ୍ୟପାଳ

ଭୁବନେଶ୍ବର: ଶେଷ ଓଡିଶାର ଷୋଡ଼ଶ ବିଧାନସଭା ଭଙ୍ଗ ହୋଇଛି। ଏ ନେଇ ରାଜ୍ୟପାଳ ସ୍ବୀକୃତ ଦେବା ପରେ ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନିୟମ ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ଷୋଢଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ଯାହାକୁ ରାଜ୍ୟପାଳ ଗ୍ରହଣ କରି ସଂସଦୀୟ ବିଭାଗକୁ ପଠାଇଦେଇଛନ୍ତି। ଆସନ୍ତାକାଲି ମଙ୍ଗଳବାର ଭୋଟ ଗଣତି ହେବା ପରେ ନୂଆ ସରକାର ନେଇ ସ୍ପଷ୍ଟ ଚିତ୍ର ଆସିବ।

Post Views: 58
Tags: Disrupted Odisha Assembly
Share198Tweet124Send
Voice of Victims

Voice of Victims

Recent Posts

  • ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା
  • ୩ ମାସ ଭିତରେ ଶେଷ କର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ, ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ
  • ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ, ଡାଇଏଟ୍‌ ରାଜସୁନାଖଳାରେ ପାଠଚକ୍ର ଉଦଘାଟିତ, ଶିକ୍ଷକମାନଙ୍କ ନବଚିନ୍ତନର ମଞ୍ଚ
  • ୧୨ ଫେବୃଆରୀ ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In