• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର

by Voice of Victims
August 12, 2024
in ମୁଖ୍ୟ ଖବର, ରାଜ୍ୟ
ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର

ଭୁବନେଶ୍ୱର: ରାତି ହେଲେ, ରାଜଧାନୀରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ରାଜରାସ୍ତାରେ ଉତ୍ପାତ କରୁଛନ୍ତି ଅମାନିଆ, ଗାଡି ଚାଳକଙ୍କୁ କରୁଛନ୍ତି ଟାର୍ଗେଟ। ଯେଉଁମାନଙ୍କୁ ସାବାଡ କରିବାକୁ ଏବେ କମିଶନରେଟ ପୋଲିସ ଆରମ୍ଭ କରିଛି ଅଭିଯାନ। ରାତିରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି କମିଶନରେଟ ପୋଲିସ। ରାତି ୧୧ଟାରୁ ଭୋର ୪ଟା ପର୍ୟ୍ୟନ୍ତ ଭୁବନେଶ୍ୱରର ଛକ ଛକରେ ବ୍ୟାରିକେଡ ପକାଇ ଜଗୁଛି ପୋଲିସ। ମଦୁଆ ଓ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ଆକ୍ଟିଭ ମୋଡକୁ ଆସିଛି ପୋଲିସ। ବାଇକ ହେଉ କି ବଡ ଗାଡି, ରାତିରେ ବାହାରକୁ ବାହାରିଲେ ପୋଲିସ କରୁଛି ଚେକିଂ। ଖୋଦ୍ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଅପରେସନର ମଙ୍ଗ ଧରିଛନ୍ତି। ଖାସକରି ଶନିବାର ଓ ରବିବାର ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଂକୁ ବ୍ୟାପକ କରାଯାଉଛି। ଭୁବନେଶ୍ୱରର ଗଳିକନ୍ଦିରୁ ମୁଖ୍ୟରାସ୍ତା ସବୁଠି ସଜାଗ ପୋଲିସ। କମିଶନରେଟ ପୋଲିସର ଏଭଳି ଅପରେସନ ସାମୟିକ ନହୋଇ ସବୁଦିନିଆ ହେଲେ ରାଜଧାନୀରେ ଅପରାଧୀଙ୍କ ପ୍ରାଦୁର୍ଭାବ କମିବ ବୋଲି ଭୁବନେଶ୍ୱରବାସୀଙ୍କର ଆଶା।

Post Views: 34
Share200Tweet125Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In