• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ

by Voice of Victims
March 7, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ରାଜସ୍ଥାନ : ସକାଳୁ ସକାଳୁ ରାଜସ୍ଥାନ ସିକର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଯୋଗୁଁ ଲୋକେ ଭୟଭୀତ ହୋଇଯାଇଥିଲେ । ଘରୁ ବାହାରି ଦୌଡିଥିଲେ ଲୋକ । ଏନଏସସି ମୁତାବକ, ଭୂକମ୍ପ ଝଟକା ଆଜି ସକାଳ ୬.୩୨ ମିନିଟରେ ହୋଇଥିଲା । ଏହାର ତୀବ୍ରତା ୩.୫ ରିକ୍ଟର ରହିଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ ରାନୌଲ ଏବଂ ଆଖପାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ସେପଟେ ଇରାନରେ ଯୁଦ୍ଧ ଚାଲିଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ୮ଟା ୪୮ ମିନିଟରେ ଇରାନର ବନ୍ଦର ଆବାସ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଯାହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଫଳରେ ଭୟରେ ଲୋକେ ଘର ବାହାରକୁ ଦୌଡି ଆସିଥିଲେ ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ
  • ପୁରୀରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ : ଅଭିନେତୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ କଲେ ଜଗା ଦର୍ଶନ
  • ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ, ଥାନାରେ  ଅଟକ
  • କୋଟିପତି ଯନ୍ତ୍ରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ନଗଦ ସାଢ଼େ ୪ ଲକ୍ଷ ଟଙ୍କା  ଜବତ
  • ପତଞ୍ଜଳି ପକ୍ଷରୁ ହୋଲି ଉତ୍ସବ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In