• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନିର୍ବାଚନୀ ମୈଦାନ ସରଗରମ, ଛତିଶଗଡ ଉପମୁଖ୍ୟମନ୍ତ୍ରୀଙ୍କ ଉମରକୋଟ ଗସ୍ତ

by Voice of Victims
March 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିର୍ବାଚନୀ ମୈଦାନ ସରଗରମ, ଛତିଶଗଡ ଉପମୁଖ୍ୟମନ୍ତ୍ରୀଙ୍କ ଉମରକୋଟ ଗସ୍ତ

ଭୁବନେଶ୍ବର (ଭିଓଭି): ଉମରକୋଟ ନିର୍ବାଚନ ବିଗୁଲ ବାଜିବା ମାତ୍ରେ ରାଜନୈତିକ ଦଳ ମାନଙ୍କ ମଧ୍ୟ ରେ ହଲ ଚଲ ବଢ଼ିବାରେ ଲାଗିଛି। ଆଜି ୧୧ ଘଟିକା ସମୟ ରେ ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ହେଲିକାପଟର ଯୋଗେ ଉମରକୋଟ ଷ୍ଟାଡିଅମ ଠାରେ ଅବତରଣ କରିଥିଲେ ଦଳୀୟ କର୍ମୀଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ହେବା ପରେ ବାଇକ୍ ରାଲି ଯୋଗେ ଉମରକୋଟ ସହର ଭ୍ରମଣ କରିବା ପରେ ସ୍ଥାନୀୟ ସସ ଇଣ୍ଟେରନାସନାଲ ହୋଟେଲଠାରେ ବ୍ୟବସାୟୀ ସଂଘ ସହ ବୈଠକ ତଥା ଲାଭର୍ଥୀ ସମ୍ମିଳନୀ, ସାମ୍ବାଦିକ ସମ୍ମିଳନୀ ପରିଶେଷରେ ଜନସମ୍ପର୍କ ଅଭିଯାନକୁ ସମ୍ବୋଧନ କରିଥିଲେ। ଏହା ସହ ୱାର୍ଡ ନମ୍ବର ୧୨ ରେ ପ୍ରତ୍ୟେକ ଘରେ ବୁଲି ପରିଦର୍ଶନ କରିଥିଲେ। ଉକ୍ତ କାର୍ଯକ୍ରମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ବରିଷ୍ଠ ନେତା ମନୋଜ ମାହାଙ୍କୁଡ,ଯୁବ ନେତା କାନହୁ ଦାସ ଶୁଭେନ୍ଦୁ ସାମନ୍ତରାୟ ମନୋହର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Post Views: 32
Tags: Election field in full swing
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In