• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଇନକମ୍ ଟ୍ୟାକ୍ସ ଭରିବା ଆହୁରି ସହଜ ହେଲା: ଏଣିକି ଅନଲାଇନରେ ଭରି ପାରିବେ ITR-2 ଫର୍ମ

by Voice of Victims
July 19, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇନକମ୍ ଟ୍ୟାକ୍ସ ଭରିବା ଆହୁରି ସହଜ ହେଲା: ଏଣିକି ଅନଲାଇନରେ ଭରି ପାରିବେ ITR-2 ଫର୍ମ

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ଭରୁଥିବା ଲୋକଙ୍କୁ ଆୟକର ବିଭାଗ ଏକ ବଡ଼ ଆଶ୍ବସ୍ତି ଦେଇଛି । ଏଣିକି ଟ୍ୟାକ୍ସ ପ୍ରଦାତ୍ତାମାନେ ITR-2 ଫର୍ମକୁ ଅନଲାଇନ ଇ-ପୋର୍ଟାଲକୁ ଯାଇ ଫାଇଲ୍ କରିପାରିବେ । ଏହି ସୁବିଧାର ଲାଭ ଟ୍ୟାକ୍ସ ପେୟର୍ସ ଚଳିତ ମାସ ୧୮ ତାରିଖରୁ ଉଠାଇ ପାରିବେ । ଆଜିଠାରୁ ଆୟକର ବିଭାଗ IRT-2 ଫର୍ମକୁ ଅନଲାଇନ୍ ଫାଇଲ କରିବାର ସୁବିଧା ଆରମ୍ଭ କରିଛି ।

ଏଣିକି ଚାକିରିଆ ଟ୍ୟାକ୍ସ ପ୍ରଦାତ୍ତା, ଯାହା ପାଖରେ କ୍ୟାପିଟାଲ ଗେନ ଥିବ, କ୍ରିପ୍ଟୋ ଆୟ ବା ଅନ୍ୟ କୌଣସି ବିଶେଷ ଇନକମ ଉତ୍ସ ଥିବ, ସେମାନେ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ (https://incometax.gov.in/iec/foportal/) ମାଧ୍ୟମରେ ନିଜର ଆୟକର ରିଟର୍ଣ୍ଣ ଅନଲାଇନରେ ଦାଖଲ କରିପାରିବେ ।

ଆୟକର ବିଭାଗ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଯେ, ଟ୍ୟାକ୍ସପେୟର୍ସ ଧ୍ୟାନ ଦିଅନ୍ତୁ! ITR-2 ଫର୍ମ ଏବେ ପ୍ରି-ଫିଲ୍ଡ ଡେଟା ସହିତ ଅନଲାଇନ ଫାଇଲିଂ ପାଇଁ ଉପଲବ୍ଧ । ବିତ୍ତୀୟ ବର୍ଷ ୨୦୨୪-୨୫ ଓ ଆସେସମେଣ୍ଟ ଇୟର ୨୦୨୫-୨୬ ପାଇଁ ITR ଦାଖଲ କରିବାର ଅନ୍ତିମ ତାରିଖ ୨୦୨୫ ଡିସେମ୍ବର ୧୫ ରହିଛି ।

ପୂର୍ବରୁ କେବଳ ITR-1 ଓ ITR-2 ଫର୍ମ ଅନଲାଇନ ଏବଂ ଏକ୍ସେଲ ୟୁଟିଲିଟିରେ ଉପଲବ୍ଧ ଥିଲା, ଯାହାକି ସୀମିତ ଆୟ ବର୍ଗଧାରୀ କରଧାତାଙ୍କ ପାଇଁ ଥିଲା । ITR-3 ପାଇଁ ଏବେ କେବଳ ଏକ୍ସେଲ ୟୁଟିଲିଟି ଉପଲବ୍ଧ ରହିଛି, ଅନଲାଇନ୍ ସୁବିଧା ଶୀଘ୍ର ଆରମ୍ଭ ହେବ ।

Post Views: 81
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In