• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କେଭି ସିଂହଦେଓଙ୍କ ଘରେ ବସିଲା ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ; ମୁଖ୍ୟମନ୍ତ୍ରୀ, ପ୍ରଭାରୀ, ସଭାପତି ସାମିଲ

by Voice of Victims
February 26, 2025
in ମୁଖ୍ୟ ଖବର, ରାଜ୍ୟ
କେଭି ସିଂହଦେଓଙ୍କ ଘରେ ବସିଲା ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ; ମୁଖ୍ୟମନ୍ତ୍ରୀ, ପ୍ରଭାରୀ, ସଭାପତି ସାମିଲ

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ହୋଇଛି ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗଦେଇଛନ୍ତି। ତେବେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ନ କରି କେଭିଙ୍କ ବାସଭବନରେ କରିବା ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଓଡିଶାର ଖାଲିପଡିଥିବା ବିଭିନ୍ନ ନିଗମ ପଦପଦବୀ ପାଇଁ ଏହି ବୈଠକ କରାଯାଇଥିବା ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ଦିନ ଧରି ଏହି ନିଗମ ପଦ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇପାରୁ ନାହିଁ। କାହାକୁ ଅଧକ୍ଷ କରାଯିବ କାହାକୁ ବାଦ ଦିଆଯିବ ସେ ନେଇ କୌଣସି ନିଷ୍ପତି ଗ୍ରହଣ ହୋଇପାରୁ ନାହିଁ। ଫଳରେ ଏହି ବୈଠକ କେଭି ସିଂହଦେଓଙ୍କ ବାସଭବନରେ କରାଯାଇଛି। ତେବେ ଆସନ୍ତାକାଲି ବିଜେପି ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସୁଥିବାରୁ ସେ ନେଇ ପ୍ରସ୍ତୁତି ବୈଠକ କରାଯାଇଛି ବୋଲି କୁହାଯାଉଛି। ତେବେ ବୈଠକ ବର୍ତ୍ତମାନ ସୁଦ୍ଧା ଚାଲିଥିବାରୁ ପ୍ରକୃତ କାରଣ କଣ ଜଣାପଡି ନାହିଁ।

Post Views: 39
Tags: Important meeting of BJP held at KV Singhdeo's house; Includes Chief MinisterIn-charge
Share198Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In