ଘଟଗାଁ : ଝଟକିବ ଘଟଗାଁ ମା ତାରିଣୀଙ୍କ ପୀଠ । ୩୦୦ କୋଟି ନିବେଶରେ ସମନ୍ବିତ ବିକାଶ ପ୍ରକଳ୍ପ ନିର୍ମାଣ ହେବ । ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଘଟଗାଁରେ ପହଞ୍ଚିବା ପରେ ମା ତାରିଣୀଙ୍କ ପୀଠ ପର୍ଯ୍ୟନ୍ତ ରୋଡ୍ ସୋ’ରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ମାଆଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ପରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
