• About Us
  • Contact Us
Monday, February 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡି ପୁରୀ ଜିଲ୍ଲା ବିଜେଡି ମହିଳା ସଭାପତି ହେଲେ କସ୍ତୁରୀବାଳା ସ୍ୱାଇଁ

by Voice of Victims
February 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଜେଡି ପୁରୀ ଜିଲ୍ଲା ବିଜେଡି ମହିଳା ସଭାପତି ହେଲେ କସ୍ତୁରୀବାଳା ସ୍ୱାଇଁ

ପୁରୀ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଜିଲ୍ଲା ମହିଳା ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ବିଧୂବଦ୍ଧ ଭାବେ ଶଙ୍ଖ ଭବନ ତରଫରୁ ପ୍ରକାଶ ପାଇଛି। ସେହିପରି ପୁରୀ ପୁରୀ ଜିଲ୍ଲା ମହିଳା ସଭାପତି ଭାବେ ନାରୀନେତ୍ରୀ-କସ୍ତୁରୀବାଳା ସ୍ୱାଇଁଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ। କସ୍ତୁରୀବାଳା ବିଜେଡି ନାରୀନେତ୍ରୀ ଭାବେ ନିମାପଡା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଥିବା ବେଳେ ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ଦୀର୍ଘ ଦିନ ହେବ କାର୍ଯ୍ୟକରୀ ଆସୁଛନ୍ତି। ବିଜେଡି ସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉପରେ ଅସ୍ଥା ଓ ନବୀନ ଭରସା ରଖ୍ ପୁରୀ ଜିଲ୍ଲା ମହିଳା ସଭାପତି ଦାଇତ୍ଵ ଦେଇଥିବାରୁ ଦଳ ସଭାପତିଙ୍କୁ ଅନେକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ପୁରୀ ଜିଲ୍ଲା ମହିଳା ସଭାପତି ଭାବେ ନୂତନ କରି ଦାଇତ୍ବ ନେଇଥିବା କସ୍ତୁରୀବାଳା ସ୍ଵାଇଁ।

ଦଳର ସଭାପତି ସଦା ସର୍ବଦା ନାରୀ । ମାନଙ୍କୁ ସଶକ୍ତି ଆତ୍ମ ନିର୍ଭରଶୀଳ କରିବା ପାଇଁ କାର୍ଯ୍ୟକାରୀ ଆସିଛନ୍ତି ତାଙ୍କରି କାର୍ଯ୍ୟାଧାରକୁ ଅନୁସରଣ କରି ମୁଁ କାର୍ଯ୍ୟକରିବି। ମୁଁ ସଦା ସର୍ବଦା ଦଳର ଆଦର୍ଶକୁ ମାନି, ନିଷ୍ଠା ଓ ସମର୍ପଣର ସହିତ କାମ କରିବି ଏବଂ ମହିଳାମାନଙ୍କ ସଶକ୍ତି କରଣ, ଦଳୀୟ ସଂଗଠନ ଶକ୍ତିବୃଦ୍ଧି ଓ ଲୋକସେବା ହେବ ମୋର ପ୍ରଥମ ଲକ୍ଷ୍ୟ । ମହିଳା ସଶକ୍ତିକରଣ, ସ୍ଵାଭି ମାନ, ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଓ ଲୋକସେବା ନାରେ ସଦା ସଦା ନିଜକୁ ନିୟୋଜିତ ଦୃଷ୍ଟିରେ ରଖୁବି ବୋ ବୋଲି କସ୍ତୁରୀବାଳା କହିଛନ୍ତି।

Post Views: 21
Share199Tweet124Send
Voice of Victims

Voice of Victims

Recent Posts

  • ଏଲିଅନଙ୍କୁ ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମତ : ଏଲିଅନ ଅଛନ୍ତି, କିନ୍ତୁ କେଉଁଠି କହିହେବନି
  • ରାଜସ୍ଥାନର ଭିୱାଡିରେ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା
  • ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ, ୧.୫ କୋଟି ସହ ପାସପୋର୍ଟ ଜମା
  • ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ
  • ୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ, ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In