• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୀରାଷ୍ଟମୀରେ ଆଖଡ଼ା ଦଳର ସମରକଳା ପ୍ରଦର୍ଶନ

by Voice of Victims
October 4, 2025
in ଆଞ୍ଚଳିକ ଖବର, ରାଜ୍ୟ
ବୀରାଷ୍ଟମୀରେ ଆଖଡ଼ା ଦଳର ସମରକଳା ପ୍ରଦର୍ଶନ

ବାଲେଶ୍ଵର (ଭିଓଭି) ୦୧/୧୦ – ଶାରଦୀୟ ଦୂର୍ଗାଷ୍ଟମୀ ରେ ବାଲେଶ୍ଵର ର ଅନନ୍ୟ ପରମ୍ପରା ଆଖଡ଼ା ଖେଳ ଓ ସଲାମି ପ୍ରଦାନ ଉତ୍ସବ ସ୍ଥାନୀୟ ମାକଲପୁର ମହାବୀର ମନ୍ଦିରଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୭ ଟି ଆଖଡ଼ା ଦଳ ଶୋଭାଯାତ୍ରାରେ ଆସି ଶସ୍ତ୍ର ପୂଜା କରିବା ସହ ପ୍ରଭୂ ହନୁମାନଙ୍କୁ ସଲାମି ପ୍ରଦାନ କଲେ । ଦଳର ସଦସ୍ୟମାନେ ସମରକଳା ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ଦଳର ଖେଳାଳୀ ବାଡି , ବନାଟି , ଫରିବାଡି , ଖଣ୍ଡା ପ୍ରଭୂତି ଖେଳ ମାଧ୍ୟମରେ ପୁରାତନ ସମରକଳା ପ୍ରଦର୍ଶନ କରିଥିଲେ । କିଶୋରୀ ଏବଂ ମହିଳାମାନେ ମଧ୍ୟ ବିଭିନ୍ନ କଳାକୈ।ଶଳ ଦେଖାଇଥିଲେ ।

ସଦର ବିଧାୟକ ମାନସ କୁମାର ଦତ୍ତ , ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ର , ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ,ପୈ।ରପାଳିକା ଅଧ୍ୟକ୍ଷା ସବିତା ସାହୁ , ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ପ୍ରମୁଖ ଯୋଗଦେଇ ବୀରାଷ୍ଟମୀ ର ଶୁଭେଚ୍ଛା ଜଣାଇବା ସହିତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କମିଟି ପକ୍ଷରୁ ଲୋକ ପ୍ରତିନିଧି ଓ ଅଧିକାରୀ ଙ୍କୁ ପଗଡ଼ି ପିନ୍ଧାଇ ସମ୍ମାନୀତ କରାଯାଇଥିଲା । ମହାବୀର ଆଖଡ଼ା ସଂଘର ସଭାପତି ଗୋପୀନାଥ ଶତପଥୀ ଓ ସମ୍ପାଦକ ମନୋଜ କୁମାର ଦାସ , ଲମ୍ବୋଦର ବେହେରା , ଦେବବ୍ରତ ପାଣୀଗ୍ରାହୀ , ଦେବେନ୍ଦ୍ର ଦାସ , ଅର୍ଚ୍ଚନା ନନ୍ଦୀ , ରାଜେନ୍ଦ୍ର ଚାଟାର୍ଜୀ , ନଳୀନି ରଞ୍ଜନ ଦାସ ପ୍ରମୁଖ ସଲାମି ଉତ୍ସବ ପରିଚାଳନା କରିଥିଲେ ।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In