• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆଜିଠୁ ମାଟ୍ରିକ ପରୀକ୍ଷା ପଞ୍ଜୀକରଣ

by Voice of Victims
September 27, 2024
in ମୁଖ୍ୟ ଖବର, ରାଜ୍ୟ
ଆଜିଠୁ ମାଟ୍ରିକ ପରୀକ୍ଷା ପଞ୍ଜୀକରଣ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଆସନ୍ତା ୨୦୨୬ରେ ହାଇସ୍କୁଲ୍‌ ସାର୍ଟିଫିକେଟ୍‌  (ମାଟ୍ରିକ୍‌) ପରୀକ୍ଷା ଦେବେ । ଏଥିପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ଲାଗି ବୋର୍ଡ  ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ୯ ତାରିଖ ପର୍ୟ୍ୟନ୍ତ ପଞ୍ଜୀକରଣ ସମୟ  ସୀମା ଦିଆଯାଇଛି । ଛାତ୍ରଛାତ୍ରୀ ପଞ୍ଜୀକରଣ ଫି’  ବାବଦକୁ ୬୦ ଟଙ୍କା ଅନ୍‌ଲାଇନ୍‌ ଜରିଆରେ ଦାଖଲ  କରିବେ । ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ  ଦେୟ ମୁକ୍ତ ରହିଛି। ପଞ୍ଜୀକରଣ ସମ୍ପର୍କିତ ସମସ୍ତ  ତଥ୍ୟ ବୋର୍ଡ ୱେସାଇଟ୍‌ରେ ଉପଲବ୍ଧ । ଯେଉଁ ନବମ ଛାତ୍ରଛାତ୍ରୀ ପଞ୍ଜୀକରଣ କରାଇନଥିବେ ସେମାନେ ୨୦୨୬ ମାଟ୍ରିକ୍‌ ପରୀକ୍ଷା (ରେଗୁଲାର ) ଦେଇପାରିବେ  ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Post Views: 21
Share199Tweet125Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା
  • ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା; ୫ ଦିନ ରାଜ୍ୟରେ ଏଭଳି ସ୍ଥିତି
  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In