• About Us
  • Contact Us
Wednesday, September 3, 2025
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଏକ ବନ୍ଦ ଲଫାପାରେ ଧରି ଓଡିଶା ଆସିବେ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ

by Voice of Victims
June 10, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଏକ ବନ୍ଦ ଲଫାପାରେ ଧରି ଓଡିଶା ଆସିବେ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆସନ୍ତାକାଲି ସ୍ପଷ୍ଟ ହେବ। ମଙ୍ଗଳବାର ଦିନ ଦିଲ୍ଲୀରୁ ଏକ ବନ୍ଦ ଲଫାପାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଧରି ଓଡିଶା ଆସିବେ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ। ସେମାନେ ବିଜେପି ବିଧାୟକ ଦଳରେ ଯୋଗ ଦେବେ। ଏହି ଲଫାପାରେ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ନିଷ୍ପତି କରି ଏହି ଦୁଇ ନେତା ହାତରେ ପଠାଇଛନ୍ତି। ସେମାନେ ବିଧାୟକ ଦଳ ବୈଠକରେ ତାହା ଘୋଷଣା କରିବେ। ଏହାପରେ ସମସ୍ତେ ଏହି ନାମକୁ ସମର୍ଥନ କରିବେ। ଏହା ନିଷ୍ପତି ସରିବା ପରେ ବୁଧବାର ଅପରାହ୍ନରେ ଭୁବନେଶ୍ବର ଜନତା ମଇଦାନରେ ଶପଥ ପାଠ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Post Views: 48
Tags: Modi 3.o Cabinet's first decision
Share206Tweet129Send
Voice of Victims

Voice of Victims

Recent Posts

  • ସମ୍ପୂର୍ଣ୍ଣ ହେଲା ଶ୍ରୀଗଣେଶଙ୍କର ଭସାଣି , ପାରମ୍ପରିକ ବାଦ୍ୟରେ ମେଲାଣି
  • ଲଘୁଚାପ ବର୍ଷାରେ କୃତ୍ରିମ ବନ୍ୟାର ସ୍ଥିତି
  • ସକ୍ରିୟ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ ; ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ପକ୍ଷୀ ମାଡ଼ ଯୋଗୁଁ ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ବର୍ତ୍ତିଗଲା ୨୭୨ ଯାତ୍ରୀଙ୍କ ଜୀବନ
  • ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In