• About Us
  • Contact Us
Monday, March 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ସାଂସଦ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟଟନ ପୀଠସ୍ଥଳୀ ପରିଦର୍ଶନ

by Voice of Victims
March 8, 2026
in ଆଧ୍ୟାତ୍ମିକ, ମୁଖ୍ୟ ଖବର, ସମସ୍ୟା
ସାଂସଦ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟଟନ ପୀଠସ୍ଥଳୀ ପରିଦର୍ଶନ

ବାଲେଶ୍ୱର ( ଭିଓଭି ) ୦୭/୦୩ – ଆଜି ରେମୁଣାର ଐତିହାସିକ, ପୌରାଣିକ ଓ କିମ୍ବଦନ୍ତୀ ଯୁକ୍ତ ବିଭିନ୍ନ ପୀଠସ୍ଥଳୀକୁ ନେଇ ପର୍ଯ୍ୟଟନ ବଳୟ ଗଠନ ନିମନ୍ତେ ପର୍ଯ୍ୟଟନ କୋରିଡୋର ପାଇଁ କିଛି ପ୍ରମୁଖ ପୀଠସ୍ଥଳୀ ଯଥା ତ୍ରିବେଣୀ, ସପ୍ତସରା, କ୍ଷୀରଚୋରା ଗୋପୀନାଥ ମନ୍ଦିର, ବ୍ରଜପୋଖରୀ, କନକଦୁର୍ଗା ମନ୍ଦିର, ଶ୍ରୀଧରସ୍ୱାମୀ ପୀଠ, କଙ୍କାଳୀମଠ, ଦୁର୍ଗାଦେବୀ ମନ୍ଦିର, ଭୀମେଶ୍ୱର ମନ୍ଦିର ଓ ଇମାମି ଜଗନ୍ନାଥ ମନ୍ଦିର ଭଳି ପବିତ୍ର ସ୍ଥାନଗୁଡ଼ିକୁ ଅବଲୋକନ କରାଗଲା।


ରେମୁଣା ଅଞ୍ଚଳର ଏହି ସମସ୍ତ ପବିତ୍ର ଓ ଐତିହାସିକ ସ୍ଥାନଗୁଡ଼ିକୁ ଏକ ପର୍ଯ୍ୟଟନ ବଳୟ ମାଧ୍ୟମରେ ସଂଯୋଗ କରି ପର୍ଯ୍ୟଟନ ମାନଚିତ୍ରରେ ଆଗକୁ ଆଣିବା ସହିତ ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଆମ ସମସ୍ତଙ୍କର ଲକ୍ଷ୍ୟ । ଏହା ଦ୍ୱାରା ଅଞ୍ଚଳର ପର୍ଯ୍ୟଟନ ବିକାଶ ସହ ଅର୍ଥନୈତିକ ଉନ୍ନତିର ନୂତନ ଦିଗ ଖୋଲିବ। ଯାହାଦ୍ବାରା ଏହି ପବିତ୍ର ପୀଠସ୍ଥଳୀମାନଙ୍କର ସମୃଦ୍ଧ ଐତିହ୍ୟ ଓ ଧାର୍ମିକ ମହତ୍ତ୍ୱ ଆଗାମୀ ଦିନରେ ଅଧିକ ଲୋକଙ୍କୁ ଆକର୍ଷିତ କରିବ ।


ଏହି ଅବସରରେ ବାଲେଶ୍ଵରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ଜିଲ୍ଲାପାଳ ବାଲେଶ୍ଵର ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ରେମୁଣା ଅଞ୍ଚଳର ବୁଦ୍ଧିଜୀବୀ ତଥା ବରିଷ୍ଠ ବ୍ୟକ୍ତିମାନେ ପରିଦର୍ଶନ ରେ ଉପସ୍ଥିତ ଥିଲେ ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • ବୃହତ ବିଜୟ ସହ ଟାଇଟେଲ ହାତେଇଲା ଭାରତ
  • ପଶ୍ଚିମବଙ୍ଗ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା
  • ଖାତାକୁ ଗଲା ସୁଭଦ୍ରା ଟଙ୍କା: ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
  • ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ
  • ସାଂସଦ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟଟନ ପୀଠସ୍ଥଳୀ ପରିଦର୍ଶନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In