• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବାଲେଶ୍ୱରର ସ୍ୱାର୍ଥ ପ୍ରସଙ୍ଗ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା

by Voice of Victims
August 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବାଲେଶ୍ୱରର ସ୍ୱାର୍ଥ ପ୍ରସଙ୍ଗ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା

ବାଲେଶ୍ବର (ଭିଓଭି); ୨୧/୮ – କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚାଷୀଙ୍କ ଦ୍ବାରା ଉତ୍ପନ୍ନ ମିଲେଟରୁ ସମବାୟ ସମିତି ପ୍ରସ୍ତୁତ କରୁଥିବା ବିସ୍କୁଟ, କେକ, ନୁଡଲସ, ମଲ୍ଟି ମିଲେଟ ମଲଟ, କୁକିଜ ଓ ଅନ୍ୟ ଖାଦ୍ୟ ସାମଗ୍ରୀର ବିଶ୍ଵ ବଜାରରେ ବିକ୍ରୟ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ।

ଏଥି ସହିତ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲାରେ ଜୈବ ମଣ୍ଡଳକୁ ଗୁରୁତ୍ବ ଦେଇ ଏଠାକାର ଜୈବ ବିବିଧତାର ସୁରକ୍ଷା ଓ ବିକାଶ ପାଇଁ ଏକ ବିସ୍ତୃତ ପରିବେଶଗତ ଅଡିଟ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି । ଏହା ବ୍ୟତୀତ ସୁବର୍ଣ୍ଣରେଖାର ବନ୍ୟା ନିୟନ୍ତ୍ରଣ, ଜଳସେଚନ, ତଟ ସୁରକ୍ଷା, ନଦୀ ବନ୍ଧ ଓ ଜଳ ଭଣ୍ଡାର ନିର୍ମାଣ, ସୁବର୍ଣ୍ଣରେଖା ସଂସ୍କାର ଯୋଜନାର କ୍ରିୟାନ୍ବୟନ ଏବଂ ସେବା ସମବାୟ ସମିତିମାନଙ୍କର ଦକ୍ଷତା ବୃଦ୍ଧି ପ୍ରଭୃତି ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଏ ସମ୍ପର୍କରେ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

Post Views: 100
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In