• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ସମ୍ବର୍ଦ୍ଧନା, ପ୍ରଥମ ଥର ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ପାଇଁ କଲେ ସମ୍ଵର୍ଦ୍ଧିତ

by Voice of Victims
December 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ସମ୍ବର୍ଦ୍ଧନା, ପ୍ରଥମ ଥର ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ପାଇଁ କଲେ ସମ୍ଵର୍ଦ୍ଧିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମ୍ଵର୍ଦ୍ଧିତ କଲେ ବିଜେପି ବିଧାୟକ ଏବଂ ମନ୍ତ୍ରୀ । ଭୁବନେଶ୍ବରରେ ପ୍ରଥମ ଥର ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ବିଧାନସଭା ପରିସରରେ ଥିବା ୫୪ ନମ୍ବର କକ୍ଷରେ ମୋହନ ମାଝିଙ୍କୁ ସମ୍ଵର୍ଦ୍ଧିତ କରିଥିଲେ ବିଧାୟକ ଓ ମନ୍ତ୍ରୀ । ୩ ଦିନ ଧରି ଆୟୋଜିତ ହୋଇଥିଲା ଡିଜିଆଇଜି କନଫରେନ୍ସ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓଡ଼ିଶାରେ ରହି ଏହି ବୈଠକରେ ଯୋଗ ଦେଇଥିଲୋ। ତିନି ଦିନିଆ କନଫରେନ୍ସକୁ ସଫଳ କରାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜେପି ବିଧାୟକ ଏବଂ ମନ୍ତ୍ରୀ । ନୂଆ ସରକାର ପାଇଁ ପରୀକ୍ଷା ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଆମ ରାଜ୍ୟରେ କେବେ DG ଏବଂ IGP ସମ୍ମିଳନୀ ହୋଇନଥିଲା। କିନ୍ତୁ ଆମକୁ ସୁଯୋଗ ମିଳିଲା ଏବଂ ଆମେ ସୁଚାରୁ ରୂପେ ତାହା ତୁଲାଇଲୁ। ନାଭାଲ ଡେ’କୁ ବି ଭବ୍ୟ କରିବା ପାଇଁ ଆମେ ସମସ୍ତ ପ୍ରକାରର ପ୍ରସ୍ତୁତ କରିଛୁ ବୋଲି ସେ କହିଛନ୍ତି। ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସୁଚାରୁ ରୂପେ ତୁଲାଇବା ରହିଛି ଚ୍ୟାଲେଞ୍ଜ। ଏଥିପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ବୋଲି ଦଳୀୟ ବିଧାୟକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ୩୦ ଦିନ ଭିତରେ ଓଡ଼ିଶାକୁ ଆହୁରି ତିନିଥର ଆସିବେ ପ୍ରଧାନମନ୍ତ୍ରୀ। ତେଣୁ ଡବଲ ଇଞ୍ଜିନ ସରକାର ଡବଲ ବିକାଶ ପାଇଁ ଲକ୍ଷ୍ୟ ନେଇ ଆଗେଇ ଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

Post Views: 53
Share199Tweet125Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In