କାଳିଜାଇ ପୀଠରେ ପ୍ରାଇଭେଟ ମୋଟର ଡ଼ଙ୍ଗା ଚଳାଉଥିବା ଥିବା ନାବାଳକ ଚାଳକ ହାତରେ ଯାତ୍ରୀଙ୍କ ଜୀବନ।ଗଭୀର ଜଳରାଶି ଭିତରେ ଯଦି କିଛି ଦୁର୍ଘଟଣା ଘଟେ ତା ପାଇଁ ଦାୟୀ କିଏ? ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।ଡ଼ଙ୍ଗା ଚଳାଉଥିବା ବ୍ୟକ୍ତି ମାନଙ୍କ ବୟସ,ଲାଇସେନ୍ସକୁ ଭଲ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ.
