• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ଗାଁ ଆଦର୍ଶ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ପାର୍ଶ୍ଵ ଜବରଦଖଲ ଉଛେଦ, ଶ୍ରୀରାମ ନବମୀ ଯାତ୍ରା ସୁପରିଚାଳନା ଉପରେ ଗୁରୁତ୍ୱ

by Voice of Victims
April 2, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଓଡ଼ଗାଁ ଆଦର୍ଶ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ପାର୍ଶ୍ଵ ଜବରଦଖଲ ଉଛେଦ, ଶ୍ରୀରାମ ନବମୀ ଯାତ୍ରା ସୁପରିଚାଳନା ଉପରେ ଗୁରୁତ୍ୱ

ଓଡ଼ଗାଁ, 2/4(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲାର ଆଧ୍ୟାତ୍ମିକ ତୀର୍ଥ କ୍ଷେତ୍ର ଭାବେ ପରିଚିତ ଓଡ଼ଗାଁ ଆଦର୍ଶ ଥାନାରେ ବୁଧବାର ନୂତନ ଆଇଆଇସି ଅଭୟ ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି | ସେ ପୂର୍ବରୁ ନରସିଂହପୁରରେ କାର୍ଯ୍ୟକାରିଥିବା ବେଳେ ଜିଲ୍ଲା ପୋଲିସ ହେଡ଼ କ୍ୱାଟରର ଆଦେଶକ୍ରମ ସ୍ଥାନୀୟ ଥାନାରେ ଯୋଗ ଦେଇଛନ୍ତି | ସକାଳେ ସେ କାର୍ଯ୍ୟରେ ଯୋଗ ଦେବା ସହିତ ବିଜେ ଶ୍ରୀରାଘୁନାଥଜିଉଙ୍କୁ ପୂଜାର୍ଚନା କରିବା ସହିତ ଦର୍ଶନ କରିଥିଲେ | ଦିନ ସାରା ବିଭିନ୍ନ ସଂଗଠନ କର୍ମକର୍ତା ଆଇଆଇସିଙ୍କୁ ଭେଟିଥିବା ବେଳେ ସନ୍ଧ୍ୟାରେ ବରିଷ୍ଠ ଖବରଦାତା ମାନେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ |

ଏହି ଅବସରରେ ସ୍ଥାନୀୟ ଅଂଚଳରେ ଟ୍ରାଫିକ ନିୟନ୍ତ୍ରଣ, ବଜାର ରାସ୍ତାରୁ ଜବରଦଖଲ ଉଛେଦ, ପେଟ୍ରୋଲିଂକୁ କଡାକଡି କରିବା ବ୍ୟତିରେକ 6 ତାରିଖରୁ ଆରମ୍ଭ ହେଉଥିବା 10ଦିନ ବ୍ୟାପୀ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ସୁପରିଚାଳନାକୁ ଗୁରୁତ୍ୱାରୋପ କରିଛନ୍ତି | ଏସବୁ ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀ , ବଜାର କମିଟି ସଦସ୍ୟ ଓ ଖବରଦାତାଙ୍କ ସହଯୋଗ କାମନା କରିଛନ୍ତି 

Post Views: 391
Share210Tweet131Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In